‘ମୋତେ ପ୍ରଧାନମନ୍ତ୍ରୀ ଡାକିଛନ୍ତି’

ନିଜ ସ୍ୱପ୍ନର ଘରଟିଏ ବନେଇବା ପାଇଁ କାହାର ବା ଇଛା ନଥାଏ? କିନ୍ତୁ ସେଇ ସ୍ୱପ୍ନର ଘର ତୋଳିବା ପାଇଁ ଯଦି ସାହାଯ୍ୟର ହାତ ଲମ୍ବେ ତାହେଲେ ଘର ଯେତେ ଛୋଟ ହେଲେ ବି ତାହା ସବୁଠୁ ସୁନ୍ଦର ହୋଇଥାଏ ବନେଇଥିବା ଲୋକ ପାଇଁ। ସେ ନିଜେ ଜାଣିଛନ୍ତି ଏଇ ଘର ପାଇଁ କେତେ ଝାଳ ବୁହାଇଛନ୍ତି ସେଇଥିପାଇଁ ତ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ ଡାକିଛନ୍ତି ପୁରସ୍କାର ଦେବେ। ଖୁସିରେ ପାଦ ତଳେ ଲାଗୁନି।