‘ମୋତେ ପ୍ରଧାନମନ୍ତ୍ରୀ ଡାକିଛନ୍ତି’

<p>ନିଜ ସ୍ୱପ୍ନର ଘରଟିଏ ବନେଇବା ପାଇଁ କାହାର ବା ଇଛା ନଥାଏ? କିନ୍ତୁ ସେଇ ସ୍ୱପ୍ନର ଘର ତୋଳିବା ପାଇଁ ଯଦି ସାହାଯ୍ୟର ହାତ ଲମ୍ବେ ତାହେଲେ ଘର ଯେତେ ଛୋଟ ହେଲେ ବି ତାହା ସବୁଠୁ ସୁନ୍ଦର ହୋଇଥାଏ ବନେଇଥିବା ଲୋକ ପାଇଁ। ସେ ନିଜେ ଜାଣିଛନ୍ତି ଏଇ ଘର ପାଇଁ କେତେ ଝାଳ ବୁହାଇଛନ୍ତି ସେଇଥିପାଇଁ ତ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ ଡାକିଛନ୍ତି ପୁରସ୍କାର ଦେବେ। ଖୁସିରେ ପାଦ ତଳେ ଲାଗୁନି।</p>

Ordigital Desk
  • Published: Wednesday, 12 October 2022
  • Updated: 12 October 2022, 02:11 PM IST

Sports

Latest News

<p>ନିଜ ସ୍ୱପ୍ନର ଘରଟିଏ ବନେଇବା ପାଇଁ କାହାର ବା ଇଛା ନଥାଏ? କିନ୍ତୁ ସେଇ ସ୍ୱପ୍ନର ଘର ତୋଳିବା ପାଇଁ ଯଦି ସାହାଯ୍ୟର ହାତ ଲମ୍ବେ ତାହେଲେ ଘର ଯେତେ ଛୋଟ ହେଲେ ବି ତାହା ସବୁଠୁ ସୁନ୍ଦର ହୋଇଥାଏ ବନେଇଥିବା ଲୋକ ପାଇଁ। ସେ ନିଜେ ଜାଣିଛନ୍ତି ଏଇ ଘର ପାଇଁ କେତେ ଝାଳ ବୁହାଇଛନ୍ତି ସେଇଥିପାଇଁ ତ ଏବେ ତାଙ୍କୁ ପ୍ରଧାନମନ୍ତ୍ରୀ ଡାକିଛନ୍ତି ପୁରସ୍କାର ଦେବେ। ଖୁସିରେ ପାଦ ତଳେ ଲାଗୁନି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos