ସ୍ୱାଧୀନ ଭାବେ ଲଢ଼ିବେ ରାଜୁ ଦାସ!

<p>ଧାମନଗର ଉପ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପାରନ୍ତି ରାଜେନ୍ଦ୍ର ଦାସ। ଉପ-ନିର୍ବାଚନ ପାଇଁ ସେ ଦଳୀୟ ରାଜ୍ୟ ସ୍ତରୀୟ ନେତାଙ୍କ ସହ ଗତ କିଛି ଦିନ ଧରି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସମସ୍ତ ରାଜନୈତିକ ପରିବେଶ ତାଙ୍କ ସପକ୍ଷରେ ଥିଲା। ହେଲେ ହଠାତ ତାଙ୍କର ଅତ୍ୟନ୍ତ ପାଖ ସହଯୋଗୀ ତିହିଡି ବ୍ଲକର ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ଟିକେଟ ଦିଆଗଲା। ଯାହାକୁ ନେଇ ଦଳୀୟ କର୍ମୀ ଓ ସହଯୋଗୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।</p>

Ordigital Desk
  • Published: Thursday, 13 October 2022
  • Updated: 13 October 2022, 05:31 PM IST

Sports

Latest News

<p>ଧାମନଗର ଉପ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପାରନ୍ତି ରାଜେନ୍ଦ୍ର ଦାସ। ଉପ-ନିର୍ବାଚନ ପାଇଁ ସେ ଦଳୀୟ ରାଜ୍ୟ ସ୍ତରୀୟ ନେତାଙ୍କ ସହ ଗତ କିଛି ଦିନ ଧରି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସମସ୍ତ ରାଜନୈତିକ ପରିବେଶ ତାଙ୍କ ସପକ୍ଷରେ ଥିଲା। ହେଲେ ହଠାତ ତାଙ୍କର ଅତ୍ୟନ୍ତ ପାଖ ସହଯୋଗୀ ତିହିଡି ବ୍ଲକର ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ଉପନିର୍ବାଚନ ପାଇଁ ଟିକେଟ ଦିଆଗଲା। ଯାହାକୁ ନେଇ ଦଳୀୟ କର୍ମୀ ଓ ସହଯୋଗୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos