ଛାତ୍ରୀଙ୍କ ପାଇଁ ଶିକ୍ଷୟିତ୍ରୀ ହେଲେ ମହିଳାରୁ ପୁରୁଷ

ଛାତ୍ରୀଙ୍କୁ ପ୍ରେମ କରୁଥିଲେ ଶିକ୍ଷୟିତ୍ରୀ। ଆଉ ସେଇ ପ୍ରେମ ପାଇଁ କଲେ ଲିଙ୍ଗ ପରିବର୍ତ୍ତନ। ଚର୍ଚ୍ଚାରେ ରାଜସ୍ଥାନ ଭରତପୁରର ଏଇ ପ୍ରେମୀ ଦମ୍ପତ୍ତି। କଳ୍ପନାଙ୍କ ଲାଗି ମହିଳାରୁ ପୁରୁଷ ହେଲେ ଅରଭ।

arav

Debendra Prusty
  • Published: Wednesday, 09 November 2022
  • , Updated: 09 November 2022, 02:34 PM IST

ଛାତ୍ରୀଙ୍କୁ ପ୍ରେମ କରୁଥିଲେ ଶିକ୍ଷୟିତ୍ରୀ। ଆଉ ସେଇ ପ୍ରେମ ପାଇଁ କଲେ ଲିଙ୍ଗ ପରିବର୍ତ୍ତନ। ଚର୍ଚ୍ଚାରେ ରାଜସ୍ଥାନ ଭରତପୁରର ଏଇ ପ୍ରେମୀ ଦମ୍ପତ୍ତି। କଳ୍ପନାଙ୍କ ଲାଗି ମହିଳାରୁ ପୁରୁଷ ହେଲେ ଅରଭ।

https://youtu.be/advkjYYHdBU

Related story