ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ସାଧୀନ ଦେଶ, ଦେଶର ନାଗରିକ ବି ସ୍ୱାଧୀନ। ଏହି କ୍ରମରେ କେଉଁ ନିର୍ମାତା ବା ନିର୍ଦ୍ଦେଶକ, କେଉଁ ଫିଲ୍ମ ନିର୍ମାଣ କରିବେ, ତାହା ତାଙ୍କର ଇଚ୍ଛାଧୀନ ବ୍ୟାପର। ଏଥିରେ ହୁଏତ କାହାରି କରିଛି କରିବାର ନାହିଁ। କିନ୍ତୁ ପ୍ରଶ୍ନ ସେତେବେଳେ ଉଠେ, ଯେତେବେଳେ ଓଡ଼ିଶାରେ ଅତୁଲ୍ୟ ଓ ଅମର କାହାଣୀ ଭଣ୍ଡାର ରହିଛି, ଠିକ୍ ସେତେବେଳେ ଅର୍ଚ୍ଚନା ନାଗଙ୍କ ଭଳି ଚରିତ୍ରଙ୍କୁ ନେଇ ଫିଲ୍ମ କରିବା କେଉଁ ଭଳି ବାର୍ତ୍ତା ଦେଉଛି?</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।