ନାମ ଦେଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍!

ନିଶା ବେପାରୀ ସଜାଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। ଜଣେ ଗାଡ଼ି ଚାଳକଙ୍କ ପ୍ରଶ୍ନ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କଲେ ଲାଭ କଣ? ଅନଲାଇନରେ ଆବେଦନ କରିବାର ମାସେ ପରେ ନମ୍ବର ପ୍ଲେଟ ଲାଗିଲା। କିଛି ମାସ ପରେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ଆସିଲା ନୋଟିସ। ଆପଣଙ୍କ ଗାEgରେ ଚାଲାଣ ହେଉଛି ଗଞ୍ଜେଇ।