ନାମ ଦେଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍!

<p>ନିଶା ବେପାରୀ ସଜାଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। ଜଣେ ଗାଡ଼ି ଚାଳକଙ୍କ ପ୍ରଶ୍ନ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କଲେ ଲାଭ କଣ? ଅନଲାଇନରେ ଆବେଦନ କରିବାର ମାସେ ପରେ ନମ୍ବର ପ୍ଲେଟ ଲାଗିଲା। କିଛି ମାସ ପରେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ଆସିଲା ନୋଟିସ। ଆପଣଙ୍କ ଗାEgରେ ଚାଲାଣ ହେଉଛି ଗଞ୍ଜେଇ।</p>

Ordigital Desk
  • Published: Friday, 14 October 2022
  • Updated: 14 October 2022, 01:39 PM IST

Sports

Latest News

<p>ନିଶା ବେପାରୀ ସଜାଇଦେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍। ଜଣେ ଗାଡ଼ି ଚାଳକଙ୍କ ପ୍ରଶ୍ନ, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବହାର କଲେ ଲାଭ କଣ? ଅନଲାଇନରେ ଆବେଦନ କରିବାର ମାସେ ପରେ ନମ୍ବର ପ୍ଲେଟ ଲାଗିଲା। କିଛି ମାସ ପରେ ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ଆସିଲା ନୋଟିସ। ଆପଣଙ୍କ ଗାEgରେ ଚାଲାଣ ହେଉଛି ଗଞ୍ଜେଇ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos