ଅର୍ଚ୍ଚନାଙ୍କୁ କିଏ ଦେଇଥିଲା ଦାମୀ ଉପହାର?

<p>କିଏ ଦେଉଥିଲା ଫର୍ଚୁନର ତ କିଏ ଦେଉଥିଲା ନେକଲେସ। କଳାହାଣ୍ଡିର ଜଣେ ବିଧାୟକ ଦେଇଛନ୍ତି ୩ ଲକ୍ଷ ଟଙ୍କାର ଭ୍ୟାନିଟି। ଢେଙ୍କାନାଳର ଜଣେ ବିଧାୟକ ଦେଇଛନ୍ତି ଫର୍ଚୁନର। ଜନ୍ମ ଦିନରେ ସାନ ବାବୁ ଦେଇଛନ୍ତି ନେକଲେସ। ହୋଟେଲ ବ୍ୟବସାୟୀ ଦେଇଛନ୍ତି ଘରକୁ ଫର୍ଣ୍ଣିଚର। ଗହଣା ବ୍ୟବସାୟୀ ଦେଉଥିଲେ ମନପସନ୍ଦର ହାର।</p>

Ordigital Desk
  • Published: Friday, 14 October 2022
  • Updated: 14 October 2022, 03:19 PM IST

Sports

Latest News

<p>କିଏ ଦେଉଥିଲା ଫର୍ଚୁନର ତ କିଏ ଦେଉଥିଲା ନେକଲେସ। କଳାହାଣ୍ଡିର ଜଣେ ବିଧାୟକ ଦେଇଛନ୍ତି ୩ ଲକ୍ଷ ଟଙ୍କାର ଭ୍ୟାନିଟି। ଢେଙ୍କାନାଳର ଜଣେ ବିଧାୟକ ଦେଇଛନ୍ତି ଫର୍ଚୁନର। ଜନ୍ମ ଦିନରେ ସାନ ବାବୁ ଦେଇଛନ୍ତି ନେକଲେସ। ହୋଟେଲ ବ୍ୟବସାୟୀ ଦେଇଛନ୍ତି ଘରକୁ ଫର୍ଣ୍ଣିଚର। ଗହଣା ବ୍ୟବସାୟୀ ଦେଉଥିଲେ ମନପସନ୍ଦର ହାର।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos