ଅର୍ଚ୍ଚନାଙ୍କୁ କିଏ ଦେଇଥିଲା ଦାମୀ ଉପହାର?

କିଏ ଦେଉଥିଲା ଫର୍ଚୁନର ତ କିଏ ଦେଉଥିଲା ନେକଲେସ। କଳାହାଣ୍ଡିର ଜଣେ ବିଧାୟକ ଦେଇଛନ୍ତି ୩ ଲକ୍ଷ ଟଙ୍କାର ଭ୍ୟାନିଟି। ଢେଙ୍କାନାଳର ଜଣେ ବିଧାୟକ ଦେଇଛନ୍ତି ଫର୍ଚୁନର। ଜନ୍ମ ଦିନରେ ସାନ ବାବୁ ଦେଇଛନ୍ତି ନେକଲେସ। ହୋଟେଲ ବ୍ୟବସାୟୀ ଦେଇଛନ୍ତି ଘରକୁ ଫର୍ଣ୍ଣିଚର। ଗହଣା ବ୍ୟବସାୟୀ ଦେଉଥିଲେ ମନପସନ୍ଦର ହାର।