ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଉଭୟ ଅର୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗ କିପରି ଝଟକୁଛନ୍ତି? ଯେମିତି ଚାଲିଛି ଜୁଏଲେରୀ ଶୋ! ବ୍ଲାକମେଲ କୁଇନ ଅର୍ଚ୍ଚନାଙ୍କର ସୁନା ପ୍ରତି ଥିଲା ଅହେତୁକ ଦୁର୍ବଳତା। ସଉକିନିଆ ନାଗ୍ କପୁଲ କୁଆଡ଼େ ନିଜ ଟଙ୍କାରେ ସୁନା କିଣି ପିନ୍ଧନ୍ତି ନାହିଁ ବୋଲି ଚର୍ଚ୍ଚା ହୁଏ। ରାଜଧାନୀର ଜଣେ ପ୍ରତିଷ୍ଠିତ ବଡ଼ ଗହଣା ବ୍ୟବସାୟୀଙ୍କ ଶୋରୁମକୁ ଯାଇ ନିଜ ମନ ପସନ୍ଦର ଜୁଏଲେରୀ ଆଣିଥାଆନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।