ବିଜେଡି ଚାହୁଁଛି କଣ?

<p>ମାଳ ମାଳ ନେତାଙ୍କ ଲିଙ୍କ ପାଇଁ ଅଡୁଆରେ ପଡ଼ିଛି କି ବିଜେଡି? ରହସ୍ୟମୟୀ ଅର୍ଚ୍ଚନାଙ୍କ ଘଟଣାରେ ଦଳ ଏଯାଏ ମୁହଁ ଖୋଲିନି ବିଜେଡି। ୫ ଦିନ ହେବ ବିଜେଡି ନେତାଙ୍କ ଲିଙ୍କ କଥା ଉଠିଛି। ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ସମସ୍ତ ଗଣମାଧ୍ୟମ ଦେଖାଉଛନ୍ତି। ହେଲେ ଏବେ ବି ଦଳ ନୀରବ।</p>

Ordigital Desk
  • Published: Wednesday, 12 October 2022
  • Updated: 12 October 2022, 12:56 PM IST

Sports

Latest News

<p>ମାଳ ମାଳ ନେତାଙ୍କ ଲିଙ୍କ ପାଇଁ ଅଡୁଆରେ ପଡ଼ିଛି କି ବିଜେଡି? ରହସ୍ୟମୟୀ ଅର୍ଚ୍ଚନାଙ୍କ ଘଟଣାରେ ଦଳ ଏଯାଏ ମୁହଁ ଖୋଲିନି ବିଜେଡି। ୫ ଦିନ ହେବ ବିଜେଡି ନେତାଙ୍କ ଲିଙ୍କ କଥା ଉଠିଛି। ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ସମସ୍ତ ଗଣମାଧ୍ୟମ ଦେଖାଉଛନ୍ତି। ହେଲେ ଏବେ ବି ଦଳ ନୀରବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos