୨୦୧୯ର ବଦଲା ନେବେ କି ରାଜୁ?

ଆରମ୍ଭ ହେଲା ବିଜେଡି ବନାମ ବିଜେଡି ଫାଇଟ। କାହା ରଣନୀତି କାମ କରିବ? ବିଜେଡି ପାଇଁ କଣ୍ଟା ହେବେନି ତ ରାଜୁ। ପୂର୍ବରୁ କୁଚକ୍ରୀ ଗୋଷ୍ଠୀ ତାଙ୍କୁ ହରାଇଥିଲେ। ଏବେ ରାଜୁ ଖୁଲମଖୁଲା ଚେକ ଦେବେ।