ପରାଜୟ ପାଇଁ ବିରାଟଙ୍କୁ ଦୋଷ ଦେଲେ ଏଇ କ୍ରିକେଟର

ଲଣ୍ଡନ: ଏଜବାଷ୍ଟନ୍ ଟେଷ୍ଟ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ୩୧ ରନ୍‌ରେ ହାରିବା ପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ସମ୍ପର୍କରେ ଅନେକ ଟିପ୍ପଣୀ ଶୁଣିବାକୁ ମିଳୁଛି। ତେବେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ନାସେର ହୁସେନ୍ ଭାରତର ପରାଜୟ ପାଇଁ ବିରାଟ ଉତ୍ତରଦାୟୀ ବୋଲି ମତ ଦେଇଛନ୍ତି। ‘ସ୍କାଏ ସ୍ପୋର୍ଟ୍ସ’ ସହ ଏକ ବାର୍ତ୍ତାଳାପ ବେଳେ ହୁସେନ୍ କହିଛନ୍ତି,“କୋହଲିଙ୍କ ବ୍ୟାଟିଂ କିମ୍ବଦନ୍ତୀ ଶ୍ରେଣୀର। ସେ ତାଙ୍କର ଅନନ୍ୟ ବ୍ୟାଟିଂ ଦକ୍ଷତା ବଳରେ ଏକାକୀ ଭାରତକୁ ବିଜୟ ଆଣିଦେବାକୁ ଚେଷ୍ଟା କରିଥିଲେ। ବିଶେଷକରି […]

cricket

cricket

Ordigital Desk
  • Published: Sunday, 05 August 2018
  • Updated: 05 August 2018, 10:32 AM IST

ଲଣ୍ଡନ: ଏଜବାଷ୍ଟନ୍ ଟେଷ୍ଟ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ୩୧ ରନ୍‌ରେ ହାରିବା ପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ସମ୍ପର୍କରେ ଅନେକ ଟିପ୍ପଣୀ ଶୁଣିବାକୁ ମିଳୁଛି। ତେବେ ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ନାସେର ହୁସେନ୍ ଭାରତର ପରାଜୟ ପାଇଁ ବିରାଟ ଉତ୍ତରଦାୟୀ ବୋଲି ମତ ଦେଇଛନ୍ତି।

‘ସ୍କାଏ ସ୍ପୋର୍ଟ୍ସ’ ସହ ଏକ ବାର୍ତ୍ତାଳାପ ବେଳେ ହୁସେନ୍ କହିଛନ୍ତି,“କୋହଲିଙ୍କ ବ୍ୟାଟିଂ କିମ୍ବଦନ୍ତୀ ଶ୍ରେଣୀର। ସେ ତାଙ୍କର ଅନନ୍ୟ ବ୍ୟାଟିଂ ଦକ୍ଷତା ବଳରେ ଏକାକୀ ଭାରତକୁ ବିଜୟ ଆଣିଦେବାକୁ ଚେଷ୍ଟା କରିଥିଲେ। ବିଶେଷକରି ସେ ଯେଉଁଭଳି ଟେଲ-ଏଣ୍ଡରଙ୍କ ସହ ମିଶି ସ୍କୋରକୁ ଆଗକୁ ବଢାଉଥିଲେ, ତାହା ଶିକ୍ଷଣୀୟ। “

କୋହଲିଙ୍କୁ ଏଭଳି ପ୍ରଶଂସାରେ ପୋତି ଦେଇଥିବା ହୁସେନ୍ କିନ୍ତୁ ତାଙ୍କୁ ତାଙ୍କର ଏକ ବଡ଼ ଭୁଲ ନିଷ୍ପତ୍ତି ପାଇଁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ଏକଦା ଇଂଲଣ୍ଡ ମାତ୍ର ୭୭ ରନ୍‌ରେ ୭ଟି ୱିକେଟ୍ ହରାଇ ଟଳମଳ ଅବସ୍ଥାରେ ଥିଲା। ସେତେବେଲେ କରାନ ଓ ଆଦିଲ ରଶିଦ୍ କ୍ରିଜ୍‌ରେ ଥିଲେ। ଅଥଚ ବିରାଟ ତାଙ୍କ ଦଳର ସଫଳ ଓ ସୁଦକ୍ଷ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଘଣ୍ଟାଏ ପର୍ଯ୍ୟନ୍ତ ବୋଲିଂ ଦେଇନଥିଲେ। ଅଶ୍ଵିନ ବାମହାତି ବ୍ୟାଟ୍ସମ୍ୟାନଙ୍କ ପାଇଁ ବେଶ ଘାତକ। ତଥାପି କୋହଲି ଏଇ ଅମୋଘ ଅସ୍ତ୍ର କାହିଁକି ବ୍ୟବହାର କଲେ ନାହିଁ, ତାହା ଆଶ୍ଚର୍ଯ୍ୟଜନକ।”

ହୁସେନ୍ ପରୋକ୍ଷରେ କହିଛନ୍ତି, କୋହଲି ବୋଲିଂ ଚେଞ୍ଜରେ ଉଚିତ୍ ନିଷ୍ପତ୍ତି ନେଇଥିଲେ, ଇଂଲଣ୍ଡ ଦ୍ଵିତୀୟ ଇନିଂସରେ ୧୮୦ ରନ୍ କରିବାକୁ ସମର୍ଥ ହୋଇନଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story