ମେଷ: ଦିନଟି ଖୁସିରେ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଲାଭ ମିଳିବ। ବୈଦ୍ଧିକ କାର୍ଯ୍ୟ କରିବାକୁ ରୁଚି ବଢ଼ିବ।
ବୃଷ: ମିଠା କଥା କହି ଲୋକଙ୍କ ମନ ଜିତିବେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପାଚନ ତନ୍ତ୍ରରେ ଯନ୍ତ୍ରଣା ଅନୁଭବ କରିବେ।
ମିଥୁନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପରିବାରରେ ଆର୍ଥିକ ସ୍ଥିତି ନେଇ ଚର୍ଚ୍ଚା ହୋଇପାରେ।
କର୍କଟ: ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟୀ ହେବେ। ଭାଗ୍ୟ ବୃଦ୍ଧି ହେବ। ମାନ-ସମ୍ମାନ ପାଇବେ।
ସିଂହ: ମନ ପ୍ରଫୁଲ୍ଲିତ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିବ।
କନ୍ୟା: ସୁସ୍ଥ ରହିବେ। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି।
ତୁଳା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।
ବିଚ୍ଛା: ବିବାହ ସ୍ଥିର ହୋଇପାରେ। ଉଚ୍ଚ ଅଧିକାରୀଙ୍କ ଠାରୁ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।
ଧନୁ: ପଦନ୍ନୋତିର ଯୋଗ ରହିଛି। ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିପାରନ୍ତି। ଦିନଟି ଭଲରେ କଟିବ।
ମକର: ଅଳସୁଆ ଅନୁଭବ କରିବେ। ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଅସୁସ୍ଥ ଅନୁଭବ କରିବେ।
କୁମ୍ଭ: ବୁଝି ବିଚାରି କାମ କରନ୍ତୁ । ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଧ୍ୟାତ୍ମିକ ସ୍ଥାନକୁ ଯାଆନ୍ତୁ । ମନ ଶାନ୍ତ ରହିବ।
ମୀନ: ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ମାନ-ସମ୍ମାନ ମିଳିବ।