୧୦ ଏପ୍ରିଲ, ଶନିବାର: ନୂତନ ଆୟ ପନ୍ଥା ମିଳିପାରେ

ମେଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେବ। ଆୟ ଅପେକ୍ଷା ବ୍ୟୟ ଅଧିକା ହେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ। ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଆଗ୍ରହ ବଢିବ। ବୃଷ: କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ମହିଳା ଏବଂ ଛାତ୍ରଛାତ୍ରୀ  ଖୁସିରେ ଦିନଟିକୁ ଅତିବାହିତ କରିବେ। ମିଥୁନ: କର୍ମକ୍ଷେତ୍ରରେ ଆଶାରୁ ଅଧିକ ଶୁଭଫଳ ପାଇବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ। ମହିଳାମାନେ ଘରେ ଆନନ୍ଦରେ ଦିନଟିକୁ ଅତିବାହିତ କରିବେ। କର୍କଟ: ଶାରିରୀକ ଅସୁସ୍ଥତା […]

RASI

Niharika Rout
  • Published: Saturday, 10 April 2021
  • , Updated: 10 April 2021, 07:34 AM IST

ମେଷ: କର୍ମକ୍ଷେତ୍ରରେ ଅଶାନ୍ତି ଦେଖା ଦେବ। ଆୟ ଅପେକ୍ଷା ବ୍ୟୟ ଅଧିକା ହେବ। ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ। ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ଆଗ୍ରହ ବଢିବ।

ବୃଷ: କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ମହିଳା ଏବଂ ଛାତ୍ରଛାତ୍ରୀ  ଖୁସିରେ ଦିନଟିକୁ ଅତିବାହିତ କରିବେ।

ମିଥୁନ: କର୍ମକ୍ଷେତ୍ରରେ ଆଶାରୁ ଅଧିକ ଶୁଭଫଳ ପାଇବେ। ଶାରିରୀକ ସୁସ୍ଥତା ଅନୁଭବ କରିବେ। ମହିଳାମାନେ ଘରେ ଆନନ୍ଦରେ ଦିନଟିକୁ ଅତିବାହିତ କରିବେ।

କର୍କଟ: ଶାରିରୀକ ଅସୁସ୍ଥତା ଯୋଗୁଁ ଦେହ ଓ ମନ ଭଲ ରହିବ ନାହିଁ। ଦୁର୍ଘଟଣା ଭୟ ରହିଥିବାରୁ ଯାନବାହନ ଚଳାଚଳ  ବେଳେ ସତର୍କତା ଅବଲମ୍ବନ କରନ୍ତୁ। ମହିଳା ଏବଂ ଛାତ୍ରଛାତ୍ରୀଙ୍କ ମନରେ ଅସ୍ଥିରତା ଦେଖା ଦେବ।

ସିଂହ: ବାଦବିବାଦ ଯୋଗୁଁ ମନ ଭଲ ରହିବ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ, ନୂତନ କାର୍ଯ୍ୟ ଭାର ହାତକୁ ନେବେ। ମହିଳା ଏବଂ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।

କନ୍ୟା: ଶାରିରୀକ ସୁସ୍ଥତା ଅନୁଭବ କରିବେ। କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ। ନୂତନ ଆୟ ପନ୍ଥା ମିଳିବାର ସମ୍ଭାବନା ରହିଛି।

ତୁଳା: ଦେହ ଓ ମନ ସୁସ୍ଥ ରହିବ, କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ। ସୁଖାଦ୍ୟ ଭୋଜନ ସହିତ ତୀର୍ଥ ଭ୍ରମଣ ପାଇଁ ସୁଯୋଗ ପାଇବେ। ମହିଳା ଏବଂ ପିଲାମାନେ ଆନନ୍ଦରେ ଦିନ କାଟିବେ।   

ବିଛା: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ। ସାଙ୍ଗସାଥୀମାନେ ଅସହଯୋଗ କରିବେ, ଦୁର୍ଘଟଣା ଭୟ ରହିଛି। ମହିଳାମାନେ ରୋଷେଇ କାର୍ଯ୍ୟ ବେଳେ ସାବଧାନ ରୁହନ୍ତୁ।

ଧନୁ: କାର୍ଯ୍ୟ ଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିବେ । ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ମନପସନ୍ଦ ଦ୍ରବ୍ୟ ହାନିର ଯୋଗ ରହିଛି ।

ମକର: ଶାରିରୀକ ସୁସ୍ଥତା ଅନୁଭବ କରିବେ। ଆର୍ଥିକ ଲାଭ ହେବ, ନୂତନ ଆୟ ପନ୍ଥା ପ୍ରାପ୍ତ ହେବ। ମହିଳା ଏବଂ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।

କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଭାର ବଢିଯିବ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ, ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି। ମହିଳା ଏବଂ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ।

ମୀନ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ଏବଂ ଆନନ୍ଦର ସହିତ ଦିନଟିକୁ ଅତିବାହିତ କରିବେ।

Related story