୧୧ ଅଗଷ୍ଟ, ଶନିବାର: ସୂର୍ଯ୍ୟପରାଗରେ ଏମିତି କଟିପାରେ ଆପଣଙ୍କ ଦିନ

ମେଷ: ଚାକିରିକୁ ନେଇ ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବୃଷ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ନିଜ ଭବିଷ୍ୟତକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ସଫଳତା ପାଇବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ଖର୍ଚ୍ଚ ବଢ଼ିବ। ପରିବାରରେ ହସଖୁସିର ବାତାବରଣ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। କର୍କଟ: ବ୍ୟସ୍ତତା ଭିତରେ ଦିନ କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। […]

Rasiphala11

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 08:04 AM IST

ମେଷ: ଚାକିରିକୁ ନେଇ ଚିନ୍ତିତ ରହିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ନିଜ ଭବିଷ୍ୟତକୁ ନେଇ ନୂଆ ଯୋଜନା ପ୍ରସ୍ତୁତ କରିବେ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ସଫଳତା ପାଇବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଖର୍ଚ୍ଚ ବଢ଼ିବ। ପରିବାରରେ ହସଖୁସିର ବାତାବରଣ ରହିବ। ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ।

କର୍କଟ: ବ୍ୟସ୍ତତା ଭିତରେ ଦିନ କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିନ୍ତାରୁ ଦୂରେଇ ରହିବା ପାଇଁ  ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ସିଂହ: ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ପ୍ରତିଦ୍ୱନ୍ଦ୍ୱୀ ଆପଣଙ୍କୁ ହରାଇବାକୁ ଚେଷ୍ଟା କରିପାରନ୍ତି। ଏଥିପାଇଁ ସାବଧାନ ରୁହନ୍ତୁ।

କନ୍ୟା: କ୍ୟାରିଅର୍‌ରେ ଉନ୍ନତି ହେବ। ବ୍ୟବସାୟରେ କ୍ଷତି ସହି ପାରନ୍ତି। ସୁସ୍ଥ ରହିବେ।

ତୁଳା: ସଫଳତା ପାଇବା ପାଇଁ ପରିଶ୍ରମ କରିବାକୁ  ପଡ଼ିବ। ଶୁଭ ଖବର ଶୁଣି ପାରନ୍ତି।  କିଛି କାମକୁ ନେଇ ଚିନ୍ତିତ ରହିବେ।

ବିଚ୍ଛା: ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଅଟକି ରହିଥିବା ଧନ ମଳିପାରେ।

ଧନୁ: ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ବନ୍ଧୁଙ୍କ ଠାରୁ ଋଣ କରିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମକର: ଆଜି ସତର୍କ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ମହିଳା ସହଯୋଗୀଙ୍କ ସହ ମତାନ୍ତର ହୋଇପାରେ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।

କୁମ୍ଭ: ଋଣ ଦେବା ସମୟରେ ସତର୍କ ରୁହନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିପାରେ। ସ୍ୱାସ୍ଥ୍ୟ ଭଲ ରହିବ।

ମୀନ: ଧନପ୍ରାପ୍ତି ଯୋଗ ରହିଛି। ଚାକିରି ଓ ବ୍ୟବସାୟରେ ସଫଳତା ପାଇପାରନ୍ତି। ହନୁମାନ ଚାଳିଶା  ପାଠ କରନ୍ତୁ।

Related story