୧୧ ଅକ୍ଟୋବର, ଗୁରୁବାର: ଆଜି ଏହି ରାଶିର ଲୋକେ କଦଳୀ ଦାନ କରନ୍ତୁ

ମେଷ: ଦିନଟି ଭଲରେ କଟିବ। ବ୍ୟବସାୟରେ ଅଧିକ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। କ୍ୟାରିଅରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ମିଥୁନ: ଦିନଟି ଖୁସିରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା,ପଇସା ନେଇ ଚିନ୍ତାରେ ରହିପାରନ୍ତି। ଦିନଟି ଆଜି ବ୍ୟସ୍ତତା ଭିତରେ କଟିବ। ସିଂହ: ଧନପ୍ରାପ୍ତି ଯୋଗ ରହିଛି। ପରିବାର ଲୋକଙ୍କ ସହ […]

Rasi-Fala-2-1-1-3

Tapaswini Nayak
  • Published: Thursday, 11 October 2018
  • , Updated: 11 October 2018, 07:52 AM IST

ମେଷ: ଦିନଟି ଭଲରେ କଟିବ। ବ୍ୟବସାୟରେ ଅଧିକ ଲାଭ ହେବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। କ୍ୟାରିଅରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ମିଥୁନ: ଦିନଟି ଖୁସିରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଟଙ୍କା,ପଇସା ନେଇ ଚିନ୍ତାରେ ରହିପାରନ୍ତି। ଦିନଟି ଆଜି ବ୍ୟସ୍ତତା ଭିତରେ କଟିବ।

ସିଂହ: ଧନପ୍ରାପ୍ତି ଯୋଗ ରହିଛି। ପରିବାର ଲୋକଙ୍କ ସହ ଆଜି ଦିନଟି କାଟିବେ। ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି।

କନ୍ୟା: ଜୀବନସାଥୀଙ୍କ ସହଯୋଗ ମିଳିବ। ମାନସିକ ଅଶାନ୍ତିରୁ ମୁକ୍ତି ମିଳିବ। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ।

ତୁଳା: ଆତ୍ମବିଶ୍ୱାସ ବଢ଼ିବ। କ୍ୟାରିଅରରେ ସଫଳତା ମିଳିବ। ନୂଆ ପୋଷାକ କିଣି ପାରନ୍ତି। ଖର୍ଚ୍ଚାନ୍ତ ହୋଇପାରନ୍ତି।

ବିଛା: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ଧନପ୍ରାପ୍ତି ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। କୌଣସି ଶୁଭ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମକର: ପୂର୍ବରୁ ଲାଗି ରହିଥିବା ବିବାଦର ଆଜି ସାମାଧାନ ହେବ। ମାନ-ସମ୍ମାନ ବଢ଼ିବ। ବ୍ୟବସାୟକୁ ନେଇ ଚିନ୍ତିତ ରହିପାରନ୍ତି।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିଅରରେ ସଫଳତା ମିଳିବ। ଅଟକି ରହିଥିବା କାମ ପୂରା ହେବ। ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ।

ମୀନ:   ଆୟ ଅପେକ୍ଷା ବ୍ୟୟ ବଢ଼ିବ। ଶରୀର କୌଣସି ସ୍ଥାନରେ ଆଘାତ ଲାଗିପାରେ। ସତର୍କ ରୁହନ୍ତୁ। କଦଳୀ ଦାନ କରନ୍ତୁ।

 

Related story