୧୨ ଅଗଷ୍ଟ, ରବିବାର; ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ଆଜି ଖାଇବା ଉପରେ ଧ୍ୟାନ ରଖିବା ଉଚିତ୍‌

ମେଷ: ବୈବାହିକ ଜୀବନରେ ସମସ୍ୟା ଆସିପାରେ। ଅଟକି ରହିଥିବା ଧନ ମିଳିପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହଁ। ବୃଷ: ଧନପ୍ରାପ୍ତି ଯୋଗ ରହିଛି। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଥୁନ: କ୍ରୋଧ ପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ମିଳିବ। କର୍କଟ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ରଖନ୍ତୁ। କ୍ୟାରିଅର୍‌ ପରିବର୍ତ୍ତନ କରିପାରନ୍ତି। ସିଂହ: ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ […]

Rasiphala

Ordigital Desk
  • Published: Sunday, 12 August 2018
  • , Updated: 12 August 2018, 07:43 AM IST

ମେଷ: ବୈବାହିକ ଜୀବନରେ ସମସ୍ୟା ଆସିପାରେ। ଅଟକି ରହିଥିବା ଧନ ମିଳିପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହଁ।

ବୃଷ: ଧନପ୍ରାପ୍ତି ଯୋଗ ରହିଛି। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମିଥୁନ: କ୍ରୋଧ ପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ମାନ-ସମ୍ମାନ ମିଳିବ।

କର୍କଟ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ଖାଦ୍ୟ-ପାନୀୟ ଉପରେ ଧ୍ୟାନ ରଖନ୍ତୁ। କ୍ୟାରିଅର୍‌ ପରିବର୍ତ୍ତନ କରିପାରନ୍ତି।

ସିଂହ: ଯାନବାହନ ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। ଜୀବନସାଥୀଙ୍କ ସହଯୋଗ ମିଳିବ। ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ।

କନ୍ୟା: ମାନ-ସମ୍ମାନ ମିଳିବ। ଧନହାନୀର ଯୋଗ ରହିଛି, ସତର୍କ ରୁହନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଛା: ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ଉପହାର ମିଳିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ଆଇନଗତ ବିବାଦରୁ ଦୂରେଇ ରୁହନ୍ତୁ। ଚାକିରିରେ ପଦୋନ୍ନତି ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ।

ମକର: ଖାଦ୍ୟ-ପାନୀୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ନୂତନ ଚାକିରିରେ ଯୋଗ ଦେଇପାରନ୍ତି।

 କୁମ୍ଭ: ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

 ମୀନ: ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇବେ। ଖର୍ଚ୍ଚ ବଢ଼ିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

Related story