୧୩ ଅକ୍ଟୋବର, ଶନିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଦିନଟି ଭଲରେ କଟିବ। କଥା ଉପରେ ସଂଯମ ରଖନ୍ତୁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବୃଷ: ସୁସ୍ଥ ରହିବେ। ମନ ପ୍ରଫୁଲ୍ଲିତ ରହିବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ବିଦେଶକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ମିଥୁନ: ଘରେ ସୁଖ ଶାନ୍ତିର ପରିବେଶ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ମାନ-ସମ୍ମାନ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହେବ। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ […]

Rasi-Fala

Jyoshna Pradhan
  • Published: Saturday, 13 October 2018
  • , Updated: 13 October 2018, 07:36 AM IST

ମେଷ: ଦିନଟି ଭଲରେ କଟିବ। କଥା ଉପରେ ସଂଯମ ରଖନ୍ତୁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ସୁସ୍ଥ ରହିବେ। ମନ ପ୍ରଫୁଲ୍ଲିତ ରହିବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ବିଦେଶକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।

ମିଥୁନ: ଘରେ ସୁଖ ଶାନ୍ତିର ପରିବେଶ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ମାନ-ସମ୍ମାନ ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହେବ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପେଟ ଯନ୍ତ୍ରଣା ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ।

ସିଂହ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ଅନିଦ୍ରା ରହିପାରନ୍ତି।

କନ୍ୟା: ବୁଝିବିଚାରି କାର୍ଯ୍ୟ କରନ୍ତୁ। ପ୍ରତିଦ୍ୱଦ୍ୱୀଙ୍କ ଠାରୁ ବିଜୟୀ ହେବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ତୁଳା:  ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।

ବିଚ୍ଛା:ଅସୁସ୍ଥ ଅନୁଭବ କରିବେ। ଖାଦ୍ୟପ୍ରେୟ ଉପରେ ଧ୍ୟାନ ଦିଅନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ।  ଯାତ୍ରା କରନ୍ତୁ ନାହିଁ।

ଧନୁ:ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦନ୍ନୋତିର ଯୋଗ ରହିଛି।

ମକର: ବିବାହ ସ୍ଥିର ହୋଇପାରେ। ଘରେ ଶୁଭ କାର୍ଯ୍ୟ ଆୟୋଜନ କରିପାରନ୍ତି। ଯାନବାହନ କିଣି ପାରନ୍ତି।

କୁମ୍ଭ: ବ୍ୟବସାୟରେ ଲାଭ ମିଳିବ। ବନ୍ଧୁଙ୍କ ସହ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ।

ମୀନ: ଉଚ୍ଚଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

Related story