୧୪ ସେପ୍ଟେମ୍ବର, ଗୁରୁବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କର ଧନପ୍ରାପ୍ତି ଯୋଗ ରହିଛି, ଆଉ କେଉଁମାନେ ଖର୍ଚ୍ଚାନ୍ତ ହେବେ

ମେଷ: ଆର୍ଥିକ ସ୍ଥିତି ମଜଭୁତ ହେବ। ସଂପତ୍ତି ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟବହାର ଠିକ୍ ରଖନ୍ତୁ। ବୃଷ: ବିଦେଶ ଯାତ୍ରା ଯୋଗ ରହିଛି। ଅଟକି ଥିବା ଧନ ପାଇବେ। ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ। ଆପଣଙ୍କ ଜୀବନ ଏକ ସକାରାତ୍ମକ ମୋଡ଼ରେ ରହିଛି। ଦାମ୍ପତ୍ୟ ଜୀବନ ଭଲ ରହିବ। ମିଥୁନ: ଅକାରଣରେ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। କିଛି ଗୁରୁତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇନପାରେ। ଋଣ ଆଣନ୍ତୁ ନାହିଁ କି ଋଣ ଦିଅନ୍ତୁ […]

ZodiacSigns

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 12:34 PM IST

ମେଷ: ଆର୍ଥିକ ସ୍ଥିତି ମଜଭୁତ ହେବ। ସଂପତ୍ତି ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବ୍ୟବହାର ଠିକ୍ ରଖନ୍ତୁ।

ବୃଷ: ବିଦେଶ ଯାତ୍ରା ଯୋଗ ରହିଛି। ଅଟକି ଥିବା ଧନ ପାଇବେ। ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ। ଆପଣଙ୍କ ଜୀବନ ଏକ ସକାରାତ୍ମକ ମୋଡ଼ରେ ରହିଛି। ଦାମ୍ପତ୍ୟ ଜୀବନ ଭଲ ରହିବ।

ମିଥୁନ: ଅକାରଣରେ ଚାପଗ୍ରସ୍ତ ହୁଅନ୍ତୁ ନାହିଁ। କିଛି ଗୁରୁତ୍ୱପୂର୍ଣ୍ଣ କାମ ସଂପନ୍ନ ହୋଇନପାରେ। ଋଣ ଆଣନ୍ତୁ ନାହିଁ କି ଋଣ ଦିଅନ୍ତୁ ନାହିଁ।

କର୍କଟ: ବନ୍ଧୁମାନଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ଅଚାନକ ଧନଲାଭ ହେବ। ଅସୁସ୍ଥ ଅନୁଭବ କରିବେ। ପାରିବାରିକ ଘଟଣାକୁ ନେଇ ଉଦାସ ରହିବେ।

ସିଂହ: ଦିନ ସାରା ବ୍ୟସ୍ତ ରହିବେ। ଚାକିରିରେ ପଦୋନ୍ନତି ହୋଇପାରେ। ଜୀବନରେ ଅନ୍ୟାନ୍ୟ ପ୍ରକାର ଲାଭ ମିଳିବ।

କନ୍ୟା: ବଡ଼ ଧରଣର ଆର୍ଥିକ ଲାଭ ହେବ। ବିବାହ ସ୍ଥିର ହେବାର ଯୋଗ ରହିଛି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ବେଶ୍ ଭଲ ଅଛି। ବ୍ୟବସାୟରେ ଭଲ ଲାଭ ମିଳିବ।

ତୁଳା: ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି ପ୍ରିୟଜନଙ୍କ ସହ ଝଗଡ଼ା ହୋଇପାରେ। ମହିଳାଙ୍କ ସହଯୋଗ ପାଇବେ। ଧାର୍ମିକ ସ୍ଥଳକୁ ଯାଇପାରନ୍ତି। ଯେକୌଣସି ସ୍ଥାନକୁ ଯାତ୍ରା ପାଇଁ ଦିନଟି ଅନୁକୂଳ ରହିଛି।

ବିଛା: ଆଖପାଖ ଲୋକଙ୍କ ସହ ସଂପର୍କରେ ସୁଧାର ଆସିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: ନୂଆ କାମ ପାଇଁ ଯୋଜନା କରିବେ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ। ନୂଆ ବନ୍ଧୁ ବନାଇ ପାରନ୍ତି। ସୁସ୍ୱାଦୁ ଭୋଜନ ଖାଇବେ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ।

ମକର: ସ୍ୱାସ୍ଥ୍ୟରେ ସୁଧାର ଆସିବ। ଅଚାନକ ଧନପ୍ରାପ୍ତି ଯୋଗ ରହିଛି। ସନ୍ତାନସନ୍ତତିଙ୍କ ସହ ତାଳମେଳ ଭଲ ରହିବ। ବ୍ୟବସାୟ କ୍ଷେତ୍ରରେ ଥିଲେ ନୂଆ କାମ ମିଳିବ ଓ ଲାଭ ମଧ୍ୟ ଭଲ ହେବ। ଅଫିସରେ ଉଚ୍ଚ ପଦାଧିକାରୀ ଓ ସହକର୍ମୀଙ୍କ ସହଯୋଗ ମିଳିବ।

କୁମ୍ଭ: ଶିକ୍ଷା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ସଫଳତା ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆଜି କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଦିନଟି ଭଲ ଅଛି। ପେଟରେ ଯନ୍ତ୍ରଣା ହୋଇପାରେ।

ମୀନ: ଯାନବାହନ ସୁଖ ମିଳିବ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତିତ ରହିବେ। ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କ୍ୟାରିୟର ପାଇଁ ଆଜି ଦିନଟି ଭଲ ରହିବ। କୌଣସି ଅଘଟଣ ଘଟିପାରେ।

Related story