୧୫ ଜୁଲାଇ, ରବିବାର: ଏହି ରାଶିର ଲୋକେ ସାବଧାନ ରହିବା ଉଚିତ୍‌

ମେଷ: ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି। ବୃଷ: ବୈବାହିକ ଜୀବନରେ ସୁଧାର ଆସିବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଜମି କିଣିବାର ଯୋଗ ରହିଛି। ମିଥୁନ: ପରିବାର ଲୋକଙ୍କର ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ସଫଳତା ମିଳିବ। କର୍କଟ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ସିଂହ: ଉପରିସ୍ଥ ଅଧିକାରୀଙ୍କ ସହ […]

horoscope

Rakesh Mallick
  • Published: Sunday, 15 July 2018
  • , Updated: 15 July 2018, 07:29 AM IST

ମେଷ: ଆଜି କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ବୈବାହିକ ଜୀବନରେ ସୁଧାର ଆସିବ। ଚାକିରି କ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ରହିଛି। ଜମି କିଣିବାର ଯୋଗ ରହିଛି।

ମିଥୁନ: ପରିବାର ଲୋକଙ୍କର ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ସଫଳତା ମିଳିବ।

କର୍କଟ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଉପରିସ୍ଥ ଅଧିକାରୀଙ୍କ ସହ ମତାନ୍ତର ହୋଇପାରେ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। କୌଣସି କାମ କରିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଗାଡ଼ି କିଣିବାର ଯୋଗ ରହିଛି। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ଋଣରୁ ମୁକ୍ତି ମିଳିବାର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହଯୋଗ ପାଇବେ।

ବିଚ୍ଛା: ଦୁର୍ଘଟଣାର ଯୋଗ ରହିଛି। ତେଣୁ ସାବଧାନତା ଅବଲମ୍ବନ କରନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନି ଦେବଙ୍କ ପୂଜା କରନ୍ତୁ।

ଧନୁ: ବନ୍ଧୁ ପରିଜନଙ୍କ ସହ ସାକ୍ଷାତ ହୋଇପାରେ। ମାନ-ସମ୍ମାନ ବୃଦ୍ଧି ପାଇବ। ଅଟକି ରହିଥିବା ଧନ ଫେରି ପାଇବାର ଯୋଗ ରହିଛି।

ମକର: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ବୈବାହିକ ଜୀବନରେ ଅଶାନ୍ତି ଦେଖା ଦେଇପାରେ। ସଞ୍ଜମତା ରଖି କାମ କରନ୍ତୁ।

କୁମ୍ଭ: ଜୀବନରେ ଶାନ୍ତିର ବାତାବରଣ ରହିବ। ବ୍ୟବସାୟରେ ଲଭ ମିଳିବ। ଆଇନଗତ ସମସ୍ୟାର ଆପୋଷ ସମାଧାନର ଯୋଗ ରହିଛି।

ମୀନ: ସନ୍ତାନପ୍ରାପ୍ତିର ଯୋଗ ରହିଛି। ଗାଡ଼ି କିଣି ପାରନ୍ତି। ଆଖି ସମସ୍ୟାରେ ପଡ଼ି ପାରନ୍ତି।

Related story