୧୫ ଅକ୍ଟୋବର, ରବିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି ଘରୁ ବାହାରକୁ ଯିବା ବେଳେ ଚନ୍ଦନ ଲଗାଇ ଯିବା ଉଚିତ

ମେଷ: ଆଜି କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ସଂକେତ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବୃଷ: ହଠାତ୍ ବଡ଼ ସୁଯୋଗ ମିଳିପାରେ। ମାନସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସମସ୍ତ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହେବ। ମିଥୁନ: ଆଜି ଦିନଟି ଭଲରେ କଟିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। କାର୍ଯ୍ୟବ୍ୟସ୍ତ ରହିପାରନ୍ତି। କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଅଧିକ […]

Zodiac

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 08:46 AM IST

ମେଷ: ଆଜି କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ସଂକେତ ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବୃଷ: ହଠାତ୍ ବଡ଼ ସୁଯୋଗ ମିଳିପାରେ। ମାନସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସମସ୍ତ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହେବ।

ମିଥୁନ: ଆଜି ଦିନଟି ଭଲରେ କଟିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। କାର୍ଯ୍ୟବ୍ୟସ୍ତ ରହିପାରନ୍ତି।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଅଧିକ ପରିଶ୍ରମ କରିପାରନ୍ତି। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସିଂହ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସମ୍ପତ୍ତିକୁ ନେଇ ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ପରିବାର ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ।

କନ୍ୟା: ବ୍ୟବସାୟରେ ଲାଭ ହୋଇପାରେ।  ଜୀବନସାଥୀଙ୍କ ସହଯୋଗ ମିଳିବ। ଘରର ଦାୟିତ୍ୱ ନେଇପାରନ୍ତି। ଯାତ୍ରା କରନ୍ତୁ ନାହିଁ।

ତୁଳା: ଅଟକି ଯାଇଥିବା କାମ ଆଜି ସଂପନ୍ନ ହୋଇପାରେ। କୌଣସି ପ୍ରତିଯୋଗିତାରେ ଭାଗ ନେଲେ ସଫଳତା ମିଳିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।

ବିଛା: ପରିବାର ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଅଫିସ୍‌ରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିବେ।  ଘରୁ ବାହାରକୁ ଗଲା ବେଳେ ଚନ୍ଦନ ଲଗାଇ ଯାଆନ୍ତୁ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆଜି ଦିନରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି।

ମକର: ଚାକିରି କ୍ଷେତ୍ରରେ ଅସନ୍ତୋଷ ଦେଖାଦେଇପାରେ। ମାନସିକ ସନ୍ତୁଳନ ବିଗିଡ଼ିପାରେ। ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ।

କୁମ୍ଭ: ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପୂର୍ବରୁ ଥିବା ପାରିବାରିକ ସମସ୍ୟାର ଆଜି ସମାଧାନ ହୋଇପାରେ। ଘରର କୌଣସି କାର୍ଯ୍ୟରେ ଆଜି ଅଧିକ ଅର୍ଥ ବ୍ୟୟ କରିପାରନ୍ତି।

ମୀନ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

Related story