୧୬ ଅଗଷ୍ଟ, ଗୁରୁବାର: ଜାଣନ୍ତୁ କର୍ମକ୍ଷେତ୍ରରେ କେମିତି କଟିବ ଆଜିର ଦିନ

ମେଷ: ଖାଇବା, ପିଇବାର ଧ୍ୟାନ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ। ବୃଷ: ଯାନବାହାନ ସୁଖ ପାଇବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଘରେ ସୁଖଶାନ୍ତି ରହିବ। ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। କୌଣସି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। କର୍କଟ: ବନ୍ଧୁଙ୍କ ସହ ଭେଟ ହୋଇପାରେ। ଜୀବନସାଥୀଙ୍କ ସହ ବିବାଦୀୟ ସ୍ଥିତି ଉପୁଜି ପାରେ, ସତର୍କ ରୁହନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି। ସିଂହ: ପାରିବାରିକ ବିବାଦରୁ […]

Rasiphala

Ordigital Desk
  • Published: Thursday, 16 August 2018
  • , Updated: 16 August 2018, 07:23 AM IST

ମେଷ: ଖାଇବା, ପିଇବାର ଧ୍ୟାନ ରଖନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ପାଖରୁ ଖୁସି ଖବର ପାଇବେ।

ବୃଷ: ଯାନବାହାନ ସୁଖ ପାଇବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଘରେ ସୁଖଶାନ୍ତି ରହିବ।

ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। କୌଣସି ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

କର୍କଟ: ବନ୍ଧୁଙ୍କ ସହ ଭେଟ ହୋଇପାରେ। ଜୀବନସାଥୀଙ୍କ ସହ ବିବାଦୀୟ ସ୍ଥିତି ଉପୁଜି ପାରେ, ସତର୍କ ରୁହନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ଯତ୍ନ ନିଅନ୍ତୁ। ଚାକିରିରେ ପଦୋନ୍ନତି ମିଳିପାରେ।

କନ୍ୟା: ଖାଇବା, ପିଇବାର ଯତ୍ନ ନିଅନ୍ତୁ। ବଡ଼ ଧରଣର ଆର୍ଥିକ ଲାଭ ମିଳିପାରେ। ବିବାହ ସ୍ଥିର ହୋଇପାରେ।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ଓ ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ବିଛା: ପିଲାମାନଙ୍କ ଯତ୍ନ ନିଅନ୍ତୁ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ପ୍ରିୟଜନଙ୍କ ସହ ଭେଟ ହୋଇପାରେ।

ଧନୁ: ଆର୍ଥିକ ସମସ୍ୟା ଦୂର ହେବ। ଅଟକି ରହିଥିବା କାମ ହୋଇଯିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି।

ମକର: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନ କରିପାରନ୍ତି।

କୁମ୍ଭ: ବିବାହ ଯୋଗ ରହିଛି। ସମ୍ପତ୍ତି ମିଳିବାର ସମ୍ଭାବନା ରହିଛି। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

ମୀନ: ପ୍ରିୟଜନଙ୍କ ସହ ଭେଟ ହୋଇପାରେ। ଗାଡ଼ି କିଣିପାରନ୍ତି। ନୂଆ ଚାକିରିରେ ଯୋଗ ଦେଇପାରନ୍ତି।

Related story