ଜୁନ୍ ୧୬, ମଙ୍ଗଳବାର: କଠିନ ପରିଶ୍ରମର ଫଳ ମିଳିବ

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ବିବାଦୀୟ ଘଟଣାର ସମାଧାନ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। କୌଣସି ଲାଲ୍ ପଦାର୍ଥ ସାନ ଭାଇକୁ ଉପହାର ସ୍ୱରୂପ ଦିଅନ୍ତୁ। ବୃଷ: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଗୃହରେ ଅଶାନ୍ତି ଲାଗି ରହିବ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ମିଥୁନ: ଦିନଟି ଶୁଭ ଫଳ ଦେବ। ବ୍ୟବସାୟରେ ଲାଭବାନ ହେବେ। ଯାତ୍ରା ସଫଳ ହେବ। ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିବ। କର୍କଟ: ନୂତନ କର୍ମ ସଂସ୍ଥା […]

rashi5

rashi5

Jitendra Garnayak
  • Published: Tuesday, 16 June 2020
  • Updated: 16 June 2020, 07:51 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ। କୌଣସି ବିବାଦୀୟ ଘଟଣାର ସମାଧାନ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। କୌଣସି ଲାଲ୍ ପଦାର୍ଥ ସାନ ଭାଇକୁ ଉପହାର ସ୍ୱରୂପ ଦିଅନ୍ତୁ।

ବୃଷ: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଗୃହରେ ଅଶାନ୍ତି ଲାଗି ରହିବ। ଦେଖିଚାହିଁ ଖର୍ଚ୍ଚ କରନ୍ତୁ।

ମିଥୁନ: ଦିନଟି ଶୁଭ ଫଳ ଦେବ। ବ୍ୟବସାୟରେ ଲାଭବାନ ହେବେ। ଯାତ୍ରା ସଫଳ ହେବ। ବନ୍ଧୁଙ୍କଠାରୁ ଶୁଭ ସମାଚାର ମିଳିବ।

କର୍କଟ: ନୂତନ କର୍ମ ସଂସ୍ଥା ପାଇଁ ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। ବିଚାର କ୍ଷେତ୍ରରେ ନ୍ୟାୟ ପାଇବେ।

ସିଂହ: ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ। ପୁରୁଣା କଥାକୁ ମନେପକାଇ ଦୁଃଖିତ ହେବେ। ଠିକ୍ ସମୟରେ କାମ କଲେ ସଫଳ ହେବେ।

କନ୍ୟା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଠକାମୀରେ ପଡ଼ିପାରନ୍ତି। ଆର୍ଥିକ ଅନାଟନ ଦେଖାଯିବ।

ତୁଳା: ପତିପତ୍ନୀଙ୍କ ସମ୍ବନ୍ଧ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଧନସଂପଦ ସହିତ ମାନସମ୍ମାନ ବୃଦ୍ଧି ହେବ।

ବିଛା: କଠିନ ପରିଶ୍ରମର ଫଳ ମିଳିବ। ମହିଳାମାନଙ୍କ ମନ ଅଶାନ୍ତ ରହିବ। ପୁରୁଣା ରୋଗର ନିରାକରଣ ହେବ।

ଧନୁ: ସନ୍ତାନମାନଙ୍କୁ ନେଇ ଦୁଶ୍ଚିନ୍ତା ବଢ଼ିବ। କଳାକାରମାନଙ୍କ ସମସ୍ୟାର ସମାଧାନ ହେବ। ବହୁ ଦିନରୁ ହୋଇପାରୁ ନଥିବା କାମ ସଂପୂର୍ଣ୍ଣ ହୋଇପାରେ।

ମକର: ପାରିବାରିକ ଅଶାନ୍ତି ଦୁଃଖର କାରଣ ହେବ। ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ। କୃଷି ଜାତୀୟ ବ୍ୟବସାୟରେ ଲାଭବାନ ହେବେ।

କୁମ୍ଭ: ସାଙ୍ଗସାଥୀଙ୍କ ସହ ମଧୁର ସମ୍ପର୍କ ଗଢ଼ି ଉଠିବ। କର୍ମକ୍ଷେତ୍ରରେ ଉତ୍ସାହ ବଢ଼ିବ। ହନୁମାନ ଚାଳିଶା ପାଠ କରନ୍ତୁ। ମନକୁ ଶାନ୍ତି ମିଳିବ।

ମୀନ: ଆକସ୍ମିକ ଧନକ୍ଷୟ ହୋଇପାରେ। ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। ଗୃହ ପାଇଁ କିଛି ନୂଆ ଜିନିଷ କିଣି ପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story