୧୭ ଜୁଲାଇ, ମଙ୍ଗଳବାର: ଜାଣନ୍ତୁ କେଉଁମାନେ ବାଦ-ବିବାଦରୁ ଦୂରେଇ ରହିବା ଉଚିତ୍‌

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ମାନସିକ ଅଶାନ୍ତି ବଢ଼ିବ। ଚାକିରିରେ ସମସ୍ୟା ଦେଖା ଦେଇପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମିଥୁନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ବିବାହ ଯୋଗ୍ୟ ଯୁବତୀଯୁବକଙ୍କ ପାଇଁ ଆଜିର ଦିନଟି ଭଲ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। କ୍ୟାରିୟରରେ ସୁଧାର ଆସିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସିଂହ: ସମସ୍ୟା କମିବ। ମାନ-ସମ୍ମାନ ବୃଦ୍ଧି […]

horoscope

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 07:31 AM IST

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟର ଧ୍ୟାନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ମାନସିକ ଅଶାନ୍ତି ବଢ଼ିବ। ଚାକିରିରେ ସମସ୍ୟା ଦେଖା ଦେଇପାରେ। ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ମିଥୁନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ବିବାହ ଯୋଗ୍ୟ ଯୁବତୀଯୁବକଙ୍କ ପାଇଁ ଆଜିର ଦିନଟି ଭଲ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

କର୍କଟ: ଧନପ୍ରାପ୍ତିର ଯୋଗ ରହିଛି। କ୍ୟାରିୟରରେ ସୁଧାର ଆସିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ସିଂହ: ସମସ୍ୟା କମିବ। ମାନ-ସମ୍ମାନ ବୃଦ୍ଧି ପାଇବ। ଦୂରଯାତ୍ରା କରିପାରନ୍ତି। ଦିନଟି ଭଲରେ କଟିବ।

କନ୍ୟା: ଧାଁ-ଦୌଡ଼ରେ ଦିନଟି କଟିବ। ଧନ ଖର୍ଚ୍ଚର ଯୋଗ ରହିଛି। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ତୁଳା: ଧନପ୍ରାପ୍ତିର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ସନ୍ଧ୍ୟା ସମୟରେ ବିବାଦୀୟ ପରିସ୍ଥିତିରେ ପଡ଼ିପାରିନ୍ତି। ସତର୍କ ରୁହନ୍ତୁ।

ବିଚ୍ଛା: ଆଇନ୍‌ଗତ ମାମଲାରେ ବିଜୟୀ ହେବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ସହଯୋଗୀ ଓ ବନ୍ଧୁଙ୍କ ସହ ସମ୍ପର୍କ ସୁଦୃଢ଼ ହେବ।

ଧନ: ପ୍ରେମ ସମ୍ପର୍କରୁ ଦିନଟି ଆରମ୍ଭ ହେବାର ଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ କାମ ଶେଷ ହେବ। ବିଦେଶ ଯାତ୍ରାର ଯୋଗ ରହିଛି।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନହାନୀର ଯୋଗ ରହିଛି। ହନୁମାନଙ୍କ ଜପ କରନ୍ତୁ, ସମସ୍ୟା ଦୂର ହେବ।

କୁମ୍ଭ: କୌଣସି ପରିବର୍ତ୍ତନରୁ ଦୂରେଇ ରୁହନ୍ତୁ। ମାନ-ସମ୍ମାନ ବୃଦ୍ଧି ପାଇବ। ସନ୍ଧ୍ୟା ସମୟରେ ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ମୀନ: ସନ୍ତାନପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି।

Related story