୧୮ ଏପ୍ରିଲ, ଗୁରୁବାର: ଅଜଣା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ

ମେଷ:  ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାଲି ମକଦ୍ଦମାରେ ବିଜୟୀ ହେବେ। ଧନପ୍ରାପ୍ତି ଯୋଗ ରହିଛି। ବୃଷ:  ଦିନଟି ଭଲରେ କଟିବ। ବିବାହ ସ୍ଥିର ହୋଇପାରେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ମିଥୁନ:  କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଜଣା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପଦୋନ୍ନତିର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ସିଂହ:  ମାନ-ସମ୍ମାନ ମିଳିବ। ମନ ଖୁସି ରହିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। […]

astro

Jyoshna Pradhan
  • Published: Thursday, 18 April 2019
  • , Updated: 18 April 2019, 07:22 AM IST

ମେଷ:  ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାଲି ମକଦ୍ଦମାରେ ବିଜୟୀ ହେବେ। ଧନପ୍ରାପ୍ତି ଯୋଗ ରହିଛି।

ବୃଷ:  ଦିନଟି ଭଲରେ କଟିବ। ବିବାହ ସ୍ଥିର ହୋଇପାରେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ମିଥୁନ:  କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଜଣା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପଦୋନ୍ନତିର ଯୋଗ ରହିଛି। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ସିଂହ:  ମାନ-ସମ୍ମାନ ମିଳିବ। ମନ ଖୁସି ରହିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

କନ୍ୟା:  ଆର୍ଥିକ ସ୍ଥିତି ଭଲ ରହିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇ ପାରନ୍ତି। ପରିବାରରେ ହସ ଖୁସିର ପରିବେଶ ରହିବ।

 ତୁଳା:  ଦୂର ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରିପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଅପରାହ୍ଣ ପରେ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ବିଚ୍ଛା: ବ୍ୟବସାୟରେ ଲାଭ ମିଳିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରିନ୍ତି।

ଧନୁ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ କରିପାରନ୍ତି।

ମକର:  ଭାଗ୍ୟ ବୃଦ୍ଧି ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କୁମ୍ଭ: ଯାନବାହନ ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ:  ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତାଠାରୁ ଦୂରରେ ରୁହନ୍ତୁ।

Related story