୧୯ ମେ’, ମଙ୍ଗଳବାର: ହାତେ ମାପି ଚାଖଣ୍ଡେ ଚାଲନ୍ତୁ

ମେଷ: ବିଭିନ୍ନ ସ୍ତରରେ ଅପମାନିତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ବୃଷ: ସୁଖଶାନ୍ତି ଲାଭ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ମିଥୁନ: ସମ୍ମାନିତ ବ୍ୟକ୍ତି ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ। କର୍କଟ: ସୁଖରେ ଦିନଟି କଟିବ। ଧର୍ମ ପ୍ରତି ରୁଚି ବଢ଼ିବ। ଉଦ୍ୟୋଗୀ ହେବେ। ସିଂହ: ଶରୀର ଅସୁସ୍ଥ […]

rashi5

Jitendra Garnayak
  • Published: Tuesday, 19 May 2020
  • , Updated: 19 May 2020, 08:26 AM IST

ମେଷ: ବିଭିନ୍ନ ସ୍ତରରେ ଅପମାନିତ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ: ସୁଖଶାନ୍ତି ଲାଭ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ।

ମିଥୁନ: ସମ୍ମାନିତ ବ୍ୟକ୍ତି ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ।

କର୍କଟ: ସୁଖରେ ଦିନଟି କଟିବ। ଧର୍ମ ପ୍ରତି ରୁଚି ବଢ଼ିବ। ଉଦ୍ୟୋଗୀ ହେବେ।

ସିଂହ: ଶରୀର ଅସୁସ୍ଥ ରହିପାରେ। ମହିଳାମାନେ ଖର୍ଚ୍ଚାନ୍ତ ହେବେ। ବିଦ୍ୟାର୍ଥୀମାନେ ବିଦ୍ୟାନୁରାଗୀ ହେବେ।

କନ୍ୟା: ନିଜ ଦକ୍ଷତା ଅନୁସାରେ କାର୍ଯ୍ୟ କରିବେ। ବନ୍ଧୁଙ୍କ ସହାୟତା ପାଇ ଖୁସି ହେବେ। ସମାଜସେବୀ ଭାବରେ ନିଜର ପରିଚୟ ସୃଷ୍ଟି କରିବେ।

ତୁଳା: ପୁରୁଣା ରୋଗ ନିୟନ୍ତ୍ରଣାଧୀନ ରହିବ। ଚାକିରୀ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିବେ। ସୁରକ୍ଷା କର୍ମୀମାନେ ଶକ୍ତିଶାଳୀ ହେବେ।
ଗାଈକୁ ମିଠା ଭାତ ଖାଇବାକୁ ଦିଅନ୍ତୁ।

ବିଛା: କ୍ରୋଧ ଉପରେ ନିୟନ୍ତ୍ରଣ ରଖିଲେ ଶୁଭଫଳ ମିଳିବ। ଅଫିସ୍ କାମକୁ ନେଇ ଚିନ୍ତା ବଢ଼ିବ। ଜନସମ୍ପର୍କ ଅଶାନ୍ତିର କାରଣ ହେବ।ଘୃତ ଦୀପଟିଏ ହନୁମାନଙ୍କ ପାଖରେ ଜାଳନ୍ତୁ।

ଧନୁ: ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମ ଉପରେ ଗୁରୁତ୍ୱ ଦେବେ। ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି।

ମକର: ମନ ପ୍ରସନ୍ନ ରହିବ। ମଧୁର ଭାଷୀ, ପ୍ରେମୀ ଓ ସାହାସୀ ହେବେ। ସାନ ଭାଇଠାରୁ ଆଦର ଓ ସ୍ନେହ ପାଇବେ।

କୁମ୍ଭ: ସାମାଜିକ ସ୍ତରରେ ଆଦରଣୀୟ ହେବେ। ଧନ ପ୍ରାପ୍ତି ହୋଇପାରେ। କୁଟୁମ୍ବରେ ସାମାନ୍ୟ କଳହ ଲାଗିପାରେ। ହାତେ ମାପି ଚାଖଣ୍ଡେ ଚାଲନ୍ତୁ।

ମୀନ:  କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇପାରନ୍ତି। ମାଲିମକଦ୍ଦମାରେ ବିଜୟୀ ହେବେ।

Related story