୧ସେପ୍ଟେମ୍ୱର, ଶନିବାର:  ଏହି ରାଶି ଲୋକଙ୍କର ଦୁର୍ଘଟଣା ଯୋଗ ରହିଛି

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ବୃଷ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କାହା ସହିତ ଭୁଲ୍‌ ବୁଝାମଣା ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତାନ୍ତର ହୋଇପାରେ। ମିଥୁନ: ସମାଜରେ ମାନପ୍ରତିଷ୍ଠା ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍କଟ: କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ। ସିଂହ: ଅଳସୁଆ ଅନୁଭବ […]

rasheepic2

Jitendra Garnayak
  • Published: Saturday, 01 September 2018
  • , Updated: 01 September 2018, 02:31 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଘରକୁ ଅତିଥି ଆସିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।

ବୃଷ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। କାହା ସହିତ ଭୁଲ୍‌ ବୁଝାମଣା ହୋଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତାନ୍ତର ହୋଇପାରେ।

ମିଥୁନ: ସମାଜରେ ମାନପ୍ରତିଷ୍ଠା ବଢ଼ିବ। ବନ୍ଧୁଙ୍କ ସହଯୋଗ ମିଳିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ସିଂହ: ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ଉଚ୍ଚ ଅଧିକାରୀଙ୍କ ଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ନୂଆ ବନ୍ଧୁ ମିଳିପାରନ୍ତି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଭଲ ରହିବେ।

ତୁଳା: ବନ୍ଧୁଙ୍କ ସହ ପର୍ଯ୍ୟଟନ ସ୍ଥଳକୁ ବୁଲିବାକୁ ଯାଇ ପାରନ୍ତି। ସାମଜରେ ମାନସମ୍ମାନ ମିଳିବ।

ବିଚ୍ଛା: ଦୁର୍ଘଟଣା ଘଟିପାରେ। ସେଥିପାଇଁ ସତର୍କ ରୁହନ୍ତୁ। ଅଟକି ରହିଥିବା କାର୍ଯ୍ୟ ଆଜି ବି ସଂପୂର୍ଣ୍ଣ ହେବ ନାହିଁ।

ଧନୁ: ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। କୌଣସି କାର୍ଯ୍ୟରେ ସଫଳା ପାଇବେ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ଦିନଟି ଭଲରେ କଟି ନପାରେ। ଅସୁସ୍ଥ ଅନୁଭବ କରିବେ। ନିର୍ଦ୍ଧାରିତ ସମୟରେ ଭୋଜନ କରନ୍ତୁ। ମହିଳାମାନେ ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଚିନ୍ତାମୁକ୍ତ ହେବାକୁ ଚେଷ୍ଟା କରନ୍ତୁ। କୌଣସି ବୃଦ୍ଧବ୍ୟକ୍ତିଙ୍କ ଠାରୁ ଲାଭବାନ ହେବେ। ଧନପ୍ରାପ୍ତି ଯୋଗ ରହିଛି।

ମୀନ: ଦିନଟି ଭଲରେ କଟିବ। ଆୟ ବଢ଼ିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

Related story