୨୧ ଜୁଲାଇ, ଶନିବାର: ଜାଣନ୍ତୁ କେଉଁ ରାଶିର ଲୋକେ ଆଜି କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍‌

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବୃଷ: ପିଲାଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତତା ଭିତରେ ଦିନ କଟିବ। ମିଥୁନ:  କ୍ୟାରିଅର୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଅସୁସ୍ଥ ଅନୁଭବ କରିବେ। କର୍କଟ: ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। […]

444-1-840x440-1-840x440

Rakesh Mallick
  • Published: Saturday, 21 July 2018
  • , Updated: 21 July 2018, 07:42 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ: ପିଲାଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। ଧନପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ତତା ଭିତରେ ଦିନ କଟିବ।

ମିଥୁନ:  କ୍ୟାରିଅର୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଅସୁସ୍ଥ ଅନୁଭବ କରିବେ।

କର୍କଟ: ଚିନ୍ତିତ ରହିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ।

ସିଂହ: ଅଳସୁଆ ଅନୁଭବ କରିବେ। ଆଜି ଆପଣଙ୍କ  ଅଧିକ ଅର୍ଥ ଖର୍ଚ୍ଚ ହେବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିଜନଙ୍କ ସହଯୋଗ ମିଳିବ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ସ୍ଥାନ ପରିବର୍ତ୍ତନ କରନ୍ତୁ, ସୁଫଳ ମିଳିବ।

ତୁଳା: ଆଜି ଧନହାନୀର ଯୋଗ ରହିଛି। ଅଫିସରେ ଉପରିସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ନୂଆ ଦାୟିତ୍ୱ ହାତକୁ ନେବେ।

ବିଚ୍ଛା: ଆଜିର ଦିନରେ ଆପଣ ବେଶୀ ଦୌଡ଼ା ଦୌଡି କରିବେ। କୌଣସି ନୂଆ କାମ କରନ୍ତୁ ନାହିଁ, କ୍ଷତିରେ ପଡିପାରନ୍ତି।

ଧନୁ: କୌଣସି ପୁରୁଣା ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ମକର: ଦିନଟି ଆପଣଙ୍କର ଖୁସିରେ କଟିବ। ପାରିବାରିକ ସଂପର୍କରେ ସୁଧାର ଆସିବ।

କୁମ୍ଭ: ଆଜିର ଦିନରେ ଆପଣ ବେଶୀ ଦୌଡ଼ା ଦୌଡି କରିବେ। କୌଣସି ନୂଆ କାମ କରନ୍ତୁ ନାହିଁ, କ୍ଷତିରେ ପଡିପାରନ୍ତି।

ମୀନ: ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ହୋଇପାରେ।

 

Related story