୨୨ ଏପ୍ରିଲ୍,ସୋମବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସତର୍କ ରହି କାମ କରନ୍ତୁ। ମିଥୁନ: ମାନ-ସମ୍ମାନ ମିଳିବ। ଅପରାହ୍ଣରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। କର୍କଟ: ଦିନଟି ଭଲରେ କଟିବ। ଋଣରୁ ମୁକ୍ତି ପାଇବେ। ବାପା ମାଆଙ୍କ ସହ ସମୟ ବିତାଇବେ। ସିଂହ: ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସି ପାରନ୍ତି। ତରବରିଆ ହୋଇ […]

astro

Jyoshna Pradhan
  • Published: Monday, 22 April 2019
  • , Updated: 22 April 2019, 07:26 AM IST

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।

ବୃଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସତର୍କ ରହି କାମ କରନ୍ତୁ।

ମିଥୁନ: ମାନ-ସମ୍ମାନ ମିଳିବ। ଅପରାହ୍ଣରେ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

କର୍କଟ: ଦିନଟି ଭଲରେ କଟିବ। ଋଣରୁ ମୁକ୍ତି ପାଇବେ। ବାପା ମାଆଙ୍କ ସହ ସମୟ ବିତାଇବେ।

ସିଂହ: ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସି ପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

କନ୍ୟା: ଆଜି ଆପଣଙ୍କୁ ମିଶ୍ରଫଳ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଶରୀରର ଯତ୍ନ ନିଅନ୍ତୁ।

ତୁଳା: ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ପୋଷାକ କିଣି ପାରନ୍ତି।

ବିଚ୍ଛା: ବନ୍ଧୁଙ୍କ ସହ ବୁଲିବାକୁ ଯାଇପାରନ୍ତି। ବିବାହ ସ୍ଥିର ହୋଇପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।

ଧନୁ: ପଦୋନ୍ନତିର ଯୋଗ ରହିଛି। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

ମକର: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: ଧାଁଦୌଡ଼ରେ ଦିନଟି କଟିବ। ଅଳସୁଆ ଅନୁଭବ କରିବେ। ମନକୁ ସ୍ଥିର ରଖନ୍ତୁ।

ମୀନ: ଶରୀର ଫୂର୍ତ୍ତି ରହିବ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିବେ। ପାଚନ ତନ୍ତ୍ରରେ ଯନ୍ତ୍ରଣା ହୋଇପାରେ।

 

Related story