୨୨ ଜୁଲାଇ, ରବିବାର: ବାହୁଡ଼ା ଯାତ୍ରା ଅବସରରେ ଏମିତି କଟିପାରେ ଆପଣଙ୍କ ଦିନ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ। ବୃଷ: ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ସମ୍ପତ୍ତିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ମିଥୁନ: ଅଧିକ ପରିଶ୍ରମ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି। କର୍କଟ: ବ୍ୟବସାୟରେ ଲାଭବାନ ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ସିଂହ: ଦୁର୍ଘଟଣା ଯୋଗ ରହିଛି। […]

zodaic

Rakesh Mallick
  • Published: Sunday, 22 July 2018
  • , Updated: 22 July 2018, 07:32 AM IST

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ଏତେଟା ଭଲ ରହିବ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ବୃଷ: ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ସମ୍ପତ୍ତିକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି।

ମିଥୁନ: ଅଧିକ ପରିଶ୍ରମ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

କର୍କଟ: ବ୍ୟବସାୟରେ ଲାଭବାନ ହେବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

ସିଂହ: ଦୁର୍ଘଟଣା ଯୋଗ ରହିଛି। ତେଣୁ ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ବାଦ-ବିବାଦ ଦେଖାଦେଇପାରେ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।

କନ୍ୟା: ଦାୟିତ୍ୱ ବଢ଼ିପାରେ। ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ତୁଳା: ପରିବାରରେ ହସଖୁସିର ବାତାବରଣ ରହିବ। ଚାକିରିରେ ପଦୋନ୍ନତି ହୋଇପାରେ। ଛୋଟ କଥାକୁ ନେଇ ଚିନ୍ତିତ ରହିବେ।

ବିଚ୍ଛା: ସମ୍ମାନ ମିଳିବ। କ୍ୟାରିଅର୍‌କୁ ନେଇ ଚିନ୍ତିତ ହେବେ। ଧନପ୍ରାପ୍ତିର ଯୋଗ ରହିଛି।

ଧନୁ: ଅସୁସ୍ଥ ଅନୁଭବ କରିବେ। ଶରୀରରେ ଆଘାତ ଲାଗିପାରେ। ହନୁମାନଙ୍କୁ ପୂଜା କରନ୍ତୁ।

ମକର: ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ। ବ୍ୟବସାୟରେ ଲାଭବାନ ହେବେ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: କ୍ୟାରିଅର୍‌ରେ ପରିବର୍ତ୍ତନ କରିପାରନ୍ତି। ଉପହାର ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।

ମୀନ: ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ମିଳିବ। ପିଲାଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। ବିବାହ ସ୍ଥିର ହୋଇପାରେ।

Related story