୨୩ ଜୁଲାଇ, ସୋମବାର: ଏହି ରାଶିର ଲୋକେ ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ

ମେଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରକୁ ଯାଆନ୍ତୁ। ବୃଷ: ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ହୋଇଯାଇପାରେ। ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଧିକ କାମ କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ପୁରୁଣା ସମ୍ପର୍କରେ ସୁଧାର ଆସିବ। […]

zodaic

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 07:42 AM IST

ମେଷ: ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଶ୍ରି ଖାଇ ଘରୁ ବାହାରକୁ ଯାଆନ୍ତୁ।

ବୃଷ: ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ। ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ। ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ହୋଇଯାଇପାରେ।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଧିକ କାମ କରନ୍ତୁ ନାହିଁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ପୁରୁଣା ସମ୍ପର୍କରେ ସୁଧାର ଆସିବ।

ସିଂହ: ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ିପାରନ୍ତି। ଚିନ୍ତା ବଢ଼ିବ। ମହାଦେବଙ୍କ ପୂଜା କରନ୍ତୁ, ସମସ୍ୟା ଦୂର ହେବ।

କନ୍ୟା: ପିଲାମାନଙ୍କୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବ୍ୟବସାୟରେ ଲାଭବାନ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

ତୁଳା: ଆର୍ଥିକ ସମସ୍ୟା ଦୂର ହେବ। ପ୍ରେମ ସମ୍ପର୍କରେ ମଧୁରତା ଆସିବ। ଆଖି ସମସ୍ୟାରେ ପଡ଼ିପାରନ୍ତି, ସତର୍କ ରୁହନ୍ତୁ।

ବିଚ୍ଛା: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଅଟକି ରହିଥିବା କାମ ହୋଇଯିବାର ସମ୍ଭାବନା ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ।

ଧନୁ: ଚାକିରିକୁ ନେଇ ସମସ୍ୟା ଦେଖା ଦେଇପାରେ। ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।

ମକର: ପାରିବାରିକ ସମ୍ପର୍କରେ ସୁଧାର ଆସିବ। ସମସ୍ୟା ଦୂର ହେବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

କୁମ୍ଭ: କ୍ୟାରିୟରରେ ସୁଧାର ଆସିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ।

ମୀନ: ଘରକୁ ବନ୍ଧୁ ଆସିପାରନ୍ତି। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି।

 

 

 

 

 

Related story