୨୪ ଜୁଲାଇ, ମଙ୍ଗଳବାର: ଜାଣନ୍ତୁ କାହାର ସ୍ୱାସ୍ଥ୍ୟ କେମିତି ରହିବ

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଛୋଟ ଛୋଟ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ। ସନ୍ଧ୍ୟାରୁ ସ୍ଥିତିରେ ସୁଧାର ଆସିବ। ବୃଷ: ଜୀବନରେ ପରିବର୍ତ୍ତନ ଆସିପାରେ। ପାରିବାରିକ ଜୀବନ ସୁଖମୟ ହେବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ମିଥୁନ: ପ୍ରେମ ସମ୍ପର୍କରେ ସଫଳତା ପାଇବେ। ହଠାତ୍‌ ଧନପ୍ରାପ୍ତି ହେବ। ବିବାହ ସ୍ଥିର ହୋଇପାରେ। କର୍କଟ: ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ। ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଦୂରଯାତ୍ରାର ଯୋଗ ରହିଛି। […]

horoscope

Rakesh Mallick
  • Published: Tuesday, 24 July 2018
  • , Updated: 24 July 2018, 07:20 AM IST

ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଛୋଟ ଛୋଟ କଥାକୁ ନେଇ ଚିନ୍ତା କରନ୍ତୁ ନାହିଁ। ସନ୍ଧ୍ୟାରୁ ସ୍ଥିତିରେ ସୁଧାର ଆସିବ।

ବୃଷ: ଜୀବନରେ ପରିବର୍ତ୍ତନ ଆସିପାରେ। ପାରିବାରିକ ଜୀବନ ସୁଖମୟ ହେବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।

ମିଥୁନ: ପ୍ରେମ ସମ୍ପର୍କରେ ସଫଳତା ପାଇବେ। ହଠାତ୍‌ ଧନପ୍ରାପ୍ତି ହେବ। ବିବାହ ସ୍ଥିର ହୋଇପାରେ।

କର୍କଟ: ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଠିକ୍‌ ରହିବ।

ସିଂହ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଦୂରଯାତ୍ରାର ଯୋଗ ରହିଛି। କୌଣସି ନିଷ୍ପତ୍ତି ନେବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

କନ୍ୟା: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଧନହାନୀର ଯୋଗ ରହିଛି। ଗୁରୁଜନଙ୍କ ସହଯୋଗ ପାଇବେ।

ତୁଳା: ନୂଆ କାମ କରିପାରନ୍ତି। ସନ୍ତାନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ।

ବିଚ୍ଛା: ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ଅଟକି ରହିଥିବା ଧନ ପ୍ରାପ୍ତିର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗ ପାଇବେ।

ଧନୁ: ଧନ, ସମ୍ପତ୍ତି ମିଳିପାରେ। ଦୂରଯାତ୍ରାର ଯୋଗ ରହିଛି। ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମକର: କ୍ୟାରିୟରକୁ ନେଇ ଅବହେଳା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ବିଦେଶ ଯାତ୍ରାର ଯୋଗ ରହିଛି।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଧନପ୍ରାପ୍ତିର ଯୋଗ ରହିଛି। ଉପହାର ମିଳିବ। ମାନ-ସମ୍ମାନ ବୃଦ୍ଧି ପାଇବ।

ମୀନ: ଜମିଜମା ବିବାଦର ସମାଧାନ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ଗାଡ଼ି କିଣି ପାରନ୍ତି।

Related story