୨୫ ଅକ୍ଟୋବର, ବୁଧବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ହଳଦିଆ ରଙ୍ଗର ଫଳ ଦାନ କଲେ ଭଲ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ଘରକୁ ଅତିଥି ଆସିପାରନ୍ତି। ଜମି, ଘର ଆଦି କିଣିବାକୁ ଯୋଜନା ଥିଲେ ଆଜି ଏ ଦିଗରେ ଆଗେଇ ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।  ମାନସିକ ଅଶାନ୍ତିରେ ରହିପାରନ୍ତି। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ। ମିଥୁନ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଭାଇଙ୍କ ସହଯୋଗ ମିଳିବ। ମାନସମ୍ମାନ ବଢ଼ିପାରେ। […]

zodiac

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 07:59 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ। ଘରକୁ ଅତିଥି ଆସିପାରନ୍ତି। ଜମି, ଘର ଆଦି କିଣିବାକୁ ଯୋଜନା ଥିଲେ ଆଜି ଏ ଦିଗରେ ଆଗେଇ ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।

ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।  ମାନସିକ ଅଶାନ୍ତିରେ ରହିପାରନ୍ତି। କୌଣସି କ୍ଷେତ୍ରରେ ଅର୍ଥ ନିବେଶ କରନ୍ତୁ ନାହିଁ।

ମିଥୁନ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଭାଇଙ୍କ ସହଯୋଗ ମିଳିବ। ମାନସମ୍ମାନ ବଢ଼ିପାରେ।

କର୍କଟ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାହ ଯୋଗ୍ୟ ଯୁବକ ଯୁବତୀଙ୍କର ବିବାହ ଠିକ୍‌ ହୋଇପାରେ। ଧନହାନି ହୋଇପାରେ। କୌଣସି କଥାକୁ ନେଇ ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ।

ସିଂହ: ଚାକିରି କ୍ଷେତ୍ରରେ ପରବର୍ତ୍ତନ ହୋଇପାରେ। ଅଟକି ରହିଥିବା କାମ ଆଜି ସଂପନ୍ନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ବିଦ୍ୟାର୍ଥୀମାନେ ପାଠପଢ଼ା ପ୍ରତି ଯତ୍ନବାନ ହୁଅନ୍ତୁ।

କନ୍ୟା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ପ୍ରିୟ ବନ୍ଧୁ ଘରକୁ ଆସିପାରନ୍ତି।

ତୁଳା: ଶୁଭସମାଚାର ମିଳିପାରେ। ଧନପ୍ରାପ୍ତିର ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପୁରୁଣା ସମସ୍ୟାର ସମାଧାନ ହୋଇପାରେ।

ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ରହିବେ। ପରିବାର ସଦସ୍ୟଙ୍କ ସହ କୌଣସି କଥାକୁ ନେଇ ଝଗଡ଼ା ହୋଇପାରେ। ଘର ବାହାରକୁ ଗଲା ବେଳେ ଅଳେଇଚ ଖାଇ ଯାଆନ୍ତୁ।

ଧନୁ: ପ୍ରେମରେ ସଫଳତା ମିଳିବ। ପ୍ରଂଶସା ମିଳିପାରେ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ମକର: ବ୍ୟବସାୟରେ ଭଲ ଲାଭ ହେବ। ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିବ। ପରିବାରର କୌଣସି ସଦସ୍ୟଙ୍କ ସହ ଖୁସିରେ ଦିନ କାଟି ପାରନ୍ତି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ।

କୁମ୍ଭ:  ମାନସମ୍ମାନ ବଢ଼ିବ। ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ପୁରୁଣା ସସମ୍ୟାର ଆଜି ସମାଧାନ ହୋଇପାରେ।

ମୀନ:  କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।  ସଂପର୍କରେ ଫାଟ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ହଳଦିଆ ରଙ୍ଗର ଫଳ ଦାନ କରନ୍ତୁ।

Related story