୨୬ ସେପ୍ଟେମ୍ବର, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଧନପ୍ରାପ୍ତିର ଯୋଗ ରହିଛି

ମେଷ: ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭମୟ ନୁହେଁ। ଧନହାନୀର ଯୋଗ ରହିଛି। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଘରେ କୌଣସି ଯାନ୍ତ୍ରିକ ଉପକରଣ ଖରାପ ହୋଇପାରେ। ବୃଷ:  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ବିଦେଶକୁ ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କଟିବ। ମିଥୁନ: ସମ୍ପତ୍ତି କିଣିବାର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। କର୍କଟ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ […]

zodaic

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 03:43 AM IST

ମେଷ: ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭମୟ ନୁହେଁ। ଧନହାନୀର ଯୋଗ ରହିଛି। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଘରେ କୌଣସି ଯାନ୍ତ୍ରିକ ଉପକରଣ ଖରାପ ହୋଇପାରେ।

ବୃଷ:  ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ବିଦେଶକୁ ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନ କଟିବ।

ମିଥୁନ: ସମ୍ପତ୍ତି କିଣିବାର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।

କର୍କଟ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହଯୋଗ ପାଇବେ।

ସିଂହ:  ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଅଫିସରେ କୌଣସି କଥାକୁ ନେଇ କର୍ମଚାରୀଙ୍କ ସହ ଝଗଡ଼ା ହୋଇପାରେ। ଉଧାର ଦେଇଥିବା ଧନ ବୁଡ଼ି ଯାଇପାରେ।

କନ୍ୟା: ଆଜି ଦିନଟି ଆପଣଙ୍କର ଆଳସ୍ୟରେ କଟିବ। ସନ୍ତାନପ୍ରାପ୍ତିର ଯୋଗ ରହିଛି। ଘରକୁ ଅତିଥି ଆସିପାରନ୍ତି।

ତୁଳା: କାର୍ଯ୍ୟବ୍ୟସ୍ତତା ଲାଗି ରହିବ। ପାରିବାରରେ ଅଶାନ୍ତି ଦେଖାଦେଇ ପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବିଚ୍ଛା: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ସନ୍ତାନସନ୍ତତିକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଖର୍ଚ୍ଚ ବଢ଼ିବ। ଘରୁ ବାହାରକୁ ଗଲା ବେଳେ ଗୁଡ଼ ଖାଇ ବାହାରନ୍ତୁ, ଶୁଭଫଳ ମିଳିବ।

ମକର: ପୁରୁଣା ସମସ୍ୟାର ଆଜି ସମାଧାନ ହୋଇପାରେ। ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ରାଗ ଉପରେ ନିୟନ୍ତ୍ରଣରେ ରଖନ୍ତୁ, ନହେଲେ ସମସ୍ୟାରେ ପଡ଼ିପାରନ୍ତି।

କୁମ୍ଭ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ସମ୍ପତ୍ତି କିଣି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।

ମୀନ:  ଚାକିରିକୁ ନେଇଥିବା ଲାଗି ରହିଥିବା ସମସ୍ୟା ଦୂର ହେବ। ଦୂର ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

 

 

 

Related story