୨୭ ଜୁନ୍‌, ଶନିବାର: ମନ ବିଚଳିତ ରହିବ

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଭାଇଙ୍କ ସହ ମତାନ୍ତର ହୋଇପାରେ। ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ମିଥୁନ: ଶରୀରରେ ଆଘାତ ଲାଗିପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ପିତାଙ୍କର ଅଶୀର୍ବାଦ ମିଳିବ। କର୍କଟ: ଜୀବନସାଥୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ଆଖିରେ ଯନ୍ତ୍ରଣା ହୋଇପାରେ। ସିଂହ: ଶୁଭ ଖବର ଶୁଣି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଉପହାର […]

astrology-12345666666666666

Tapaswini Nayak
  • Published: Saturday, 27 June 2020
  • , Updated: 27 June 2020, 07:39 AM IST

ମେଷ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଭାଇଙ୍କ ସହ ମତାନ୍ତର ହୋଇପାରେ।

ବୃଷ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି।

ମିଥୁନ: ଶରୀରରେ ଆଘାତ ଲାଗିପାରେ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ପିତାଙ୍କର ଅଶୀର୍ବାଦ ମିଳିବ।

କର୍କଟ: ଜୀବନସାଥୀଙ୍କ ସହଯୋଗ ମିଳିବ। ଖର୍ଚ୍ଚ ବଢ଼ିବ। ଆଖିରେ ଯନ୍ତ୍ରଣା ହୋଇପାରେ।

ସିଂହ: ଶୁଭ ଖବର ଶୁଣି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଉପହାର ମିଳିବ।

କନ୍ୟା: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବନ୍ଧୁ ଓ ପରିବାରର ସହଯୋଗ ପ୍ରାପ୍ତି ହୋଇ ନୂତନ କାର୍ଯ୍ୟ କରିବେ।

ତୁଳା: ପରିବାରରେ ହସଖୁସିର ପରିବେଶ ରହିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବିଚ୍ଛା: ଦିନଟି ଭଲରେ କଟିବ। ଛାତ୍ରଛାତ୍ରୀମାନେ ପାଠପଢ଼ାକୁ ଚିନ୍ତିତ ରହିବେ। ମାନ-ସମ୍ମାନ ମିଳିବ।

ଧନୁ: ଋଣ ଦିଅନ୍ତୁ ନାହିଁ। ହସଖୁସିରେ ସମୟ ବିତିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ମକର: ଆର୍ଥିକ ସ୍ଥିତି ଭଲ ରହିବ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କୁମ୍ଭ: ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୁର୍ଘଟଣାର ଯୋଗ ରହିଛି । ସତର୍କ ରୁହନ୍ତୁ।

ମୀନ: ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ମନ ବିଚଳିତ ରହିବ। ଧନପ୍ରାପ୍ତି ଯୋଗ ରହିଛି।

Related story