୨୭ ଜୁଲାଇ, ଶୁକ୍ରବାର: ଏହି ରାଶିର ଲୋକଙ୍କ ଉପରେ କାମର ଚାପ ବଢ଼ିବ

ମେଷ: ଆଜି ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି ସମସ୍ୟା ଦୂର ହେବ। ବୃଷ: ପାରିବାରିକ ଜୀବନ ଭଲ ରହିବ। ଆର୍ଥିକ ସମସ୍ୟା ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ। ଦହି ଖାଇ ଘରୁ ବାହାରକୁ ଯାଆନ୍ତୁ। କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟ ବଢ଼ିବ। ବିବାହ ସ୍ଥିର ହେବା ଯୋଗ ରହିଛି। ସିଂହ: ଦେହ […]

zodaic

Rakesh Mallick
  • Published: Friday, 27 July 2018
  • , Updated: 27 July 2018, 07:25 AM IST

ମେଷ: ଆଜି ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି ସମସ୍ୟା ଦୂର ହେବ।

ବୃଷ: ପାରିବାରିକ ଜୀବନ ଭଲ ରହିବ। ଆର୍ଥିକ ସମସ୍ୟା ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ। ଦହି ଖାଇ ଘରୁ ବାହାରକୁ ଯାଆନ୍ତୁ।

କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟ ବଢ଼ିବ। ବିବାହ ସ୍ଥିର ହେବା ଯୋଗ ରହିଛି।

ସିଂହ: ଦେହ ଖରାପ ହୋଇପାରେ। କାମର ଚାପ ବଢ଼ିବ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ।

କନ୍ୟା: ଘରେ ହସଖୁସିର ପରିବେଶ ରହିବ। ଅଟକି ରହିଥିବା କାମ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଠାକୁରଙ୍କ ପାଖରେ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ।

ବିଚ୍ଛା: କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ହେବ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ଧନୁ: ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିବ। ଗାଡ଼ି କିଣିବାର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ।

ମକର: ଜୀବନସାଥୀଙ୍କ ସହଯୋଗ ପାଇବେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାବିଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ।

ମୀନ: ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ମିଳିପାରେ। ପିଲାମାନଙ୍କ ଉନ୍ନତି ଘଟିବ। ଅଟକି ରହିଥିବା କାମ ହୋଇଯିବ।

Related story