୨୯ ଅକ୍ଟୋବର, ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ବିବାହ ସ୍ଥିର ହୋଇପାରେ?

ମେଷ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବାଦବିବାଦଠାରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ପକ୍ଷରୁ ଖୁସି ଖବର ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।  ବୃଷ: ଯାନବାହନ ସୁଖ ମିଳିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରରେ ଖୁସିର ବାତାବରଣ ରହିବ। ଧନପ୍ରାପ୍ତିର ଯୋଗ ରହିଛି।  ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହେବ। ଘରେ ଖୁସିର ପରିବେଶ ରହିବ। ଖର୍ଚ୍ଚ ବଢ଼ିବ। କର୍କଟ: ଦୀର୍ଘ ଦିନ ଧରି ଲାଗି ରହିଥିବା […]

zodaic

Rakesh Mallick
  • Published: Sunday, 29 October 2017
  • , Updated: 29 October 2017, 08:29 AM IST

ମେଷ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବାଦବିବାଦଠାରୁ ଦୂରେଇ ରୁହନ୍ତୁ। ପିଲାମାନଙ୍କ ପକ୍ଷରୁ ଖୁସି ଖବର ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

 ବୃଷ: ଯାନବାହନ ସୁଖ ମିଳିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ପରିବାରରେ ଖୁସିର ବାତାବରଣ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

 ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହେବ। ଘରେ ଖୁସିର ପରିବେଶ ରହିବ। ଖର୍ଚ୍ଚ ବଢ଼ିବ।

କର୍କଟ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମାନ-ସମ୍ମାନ ବଢ଼ିବ। କଠିନ ପରିଶ୍ରମ କରିବେ। କାର୍ଯ୍ୟରେ ସଫଳତା ମିଳିବ।

ସିଂହ: ଉଚ୍ଚ ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ପିଲାମାନଙ୍କ ଉନ୍ନତି ହେବ। ନୂତନ ଯାନବାହନ କିଣି ପାରନ୍ତି। କୌଣିସି ନୂଆ ଦାୟିତ୍ୱ ଗ୍ରହଣ କରି ପାରନ୍ତି। ହଠାତ୍ ଧନ ପ୍ରାପ୍ତିର ଯୋଗ ରହିଛି।

କନ୍ୟା: ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସିପାରନ୍ତି। ମକଦ୍ଦମାରେ ବିଜୟୀ ହୋଇପାରନ୍ତି। ନୂତନ ଘର କିଣିବାକୁ ଯୋଜନା କରିପାରନ୍ତି।

ତୁଳା: ଧନହାନିଠାରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।  ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି।

ବିଛା: ଖର୍ଚ୍ଚାନ୍ତ ହୋଇପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିଦେବଙ୍କୁ ପୂଜା କରନ୍ତୁ। ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ କରି ପାରନ୍ତି।

ଧନୁ: ଅଟକି ରହିଥିବା ଧନ ମିଳିବ। ବିବାହ ସ୍ଥିର ହୋଇପାରେ। ଆଖି ଜନିତ ସମସ୍ୟାରୁ ଦୂରେଇ ରୁହନ୍ତୁ। ଦିନଟି ଖୁସିରେ କଟିବ। ଚିକିତ୍ସା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ  ବିଦେଶ ଯାତ୍ରର ଯୋଗ ରହିଛି।

ମକର: ବ୍ୟବସାୟରେ ଲାଭବାନ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଯାତ୍ରାର ଯୋଗ ରହିଛି। ପରିଶ୍ରମ ଅନୁସାରେ ଫଳ ପାଇବେ।

କୁମ୍ଭ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି। ଜୀବନରେ ବଡ଼ ପରିବର୍ତ୍ତନ ହୋଇପାରେ। ବିଦେଶକୁ ଯିବାକୁ ନିମନ୍ତ୍ରଣ ଆସିପାରେ। ଖର୍ଚ୍ଚାନ୍ତ ଠାରୁ ଦୂରେଇ ରୁହନ୍ତୁ।

ମୀନ: ସମ୍ପତ୍ତିକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ। ଯାନବାହନ ସୁଖ ମିଳିବ।

Related story