ମେଷ: ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ଭୁଲ ସ୍ଥାନରେ ଟଙ୍କା ନିବେଶ କରି ପାରନ୍ତି। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଚାକିରିରେ ଅସ୍ଥିରତା ଦେଖା ଦେଇପାରେ। ବିବାହ ସ୍ଥିର ହୋଇପାରେ।
ବୃଷ: ପରିବାରରେ ଖୁସିର ବାତାବରଣ ରହିବ। ବ୍ୟବସାୟରେ ଲାଭବାନ ହେବେ। ଯାତ୍ରା କରିପାରନ୍ତି। ପୁଅ ଓ ପତ୍ନୀଙ୍କ ଠାରୁ ଖୁସି ଖବର ଆସିପାରେ। ପୁରୁଣା ଇଚ୍ଛା ପୂରଣ ହେବ।
ମିଥୁନ: ଚାକିରି ଓ ବ୍ୟବସାୟରେ ପ୍ରଶଂସିତ ହେବେ। ସୁସ୍ଥ ରହିବେ। । ବିଦେଶ ଯାତ୍ରା କରିପାରନ୍ତି। ମାନ-ସମ୍ମାନ ବଢ଼ିବ।
କର୍କଟ: ତୀର୍ଥସ୍ଥାନକୁ ଯାତ୍ରା କରିପାରନ୍ତି। ସୁସ୍ଥ ରହିବେ। ବିଦେଶ ଯାତ୍ରାର ଯୋଗ ରହିଛି।
ସିଂହ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ଅସୁସ୍ଥ ଅନୁଭବ କରିବେ। ଖର୍ଚ୍ଚ ବଢ଼ିବ। ନକାରାତ୍ମକ ଚିନ୍ତା କରିପାରନ୍ତି।
କନ୍ୟା: ଜୀବନସାଥୀଙ୍କ ସହ ଖୁସିରେ ସମୟ ଅତିବାହିତ କରିବେ। ମାନ-ସମ୍ମାନ ବଢ଼ିବ। ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ଅନୁଭବ କରିପାରନ୍ତି।
ତୁଳା: ଘରେ ଶାନ୍ତି ଓ ଆନନ୍ଦର ପରିବେଶ ରହିବ। କାର୍ଯ୍ୟରେ ସଫଳତା ପାଇବେ। ସହକର୍ମୀଙ୍କ ସହଯୋଗ ମିଳିବ।
ବିଛା: ଅସୁସ୍ଥ ଅନୁଭବ କରିପାରନ୍ତି। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ମାନହାନି ହେବାର ସମ୍ଭାବନା ରହିଛି। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ଯାତ୍ରା କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।
ଧନୁ: ଚିନ୍ତିତ ରହିବେ। ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଚିଡ଼ିଚିଡ଼ା ହୋଇପାରନ୍ତି। ଯାତ୍ରା କରନ୍ତୁ ନାହିଁ।
ମକର: ବ୍ୟବସାୟରେ ଲାଭବାନ ହେବେ। ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଭାଇ-ଭଉଣୀଙ୍କ ସହଯୋଗ ମିଳିବ। ନୂତନ କାର୍ଯ୍ୟ ପାଇଁ ଦିନଟି ଭଲ ରହିଛି।
କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଝଗଡ଼ାରୁ ଦୂରେଇ ରୁହନ୍ତୁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। କାର୍ଯ୍ୟ କ୍ଷେତ୍ରରେ କମ୍ ସଫଳତା ମିଳିବ। ଅସୁସ୍ଥ ହୋଇପାରନ୍ତି।
ମୀନ: ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନୂତନ କାର୍ଯ୍ୟ କରିପାରନ୍ତି। ବନ୍ଧୁଙ୍କ ସହ ଯାତ୍ରା କରିପାରନ୍ତି। ମନ ଖୁସି ରହିବ।
ଆହୁରି ମଧ୍ୟ ପଢନ୍ତୁ: ରୋଷେଇ ଘରର ବାସ୍ତୁ ପ୍ରତି ଦିଅନ୍ତୁ ଧ୍ୟାନ, ନହେଲେ ଲାଗି ରହିବ ଅଶାନ୍ତି