୩ ନଭେମ୍ବର, ଶନିବାର: ଭାଇଭଉଣୀଙ୍କ ସହ ସମୟ କାଟିବେ

ମେଷ: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ଲାଗି ରହିଥିବା ସମସ୍ୟା ଆଜି ଦୂର ହେବ। ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମିଥୁନ: ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଶୁଭ ସମାଚାର ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ଯୋଗ ରହିଛି। କର୍କଟ: ପଇସାପତ୍ରକୁ ନେଇ ଲାଗି ରହିଥିବା ସମସ୍ୟା ଆଜି […]

Rasi-Fala-2-1-1-3-2-1-2-1-2-1-1-3

Tapaswini Nayak
  • Published: Saturday, 03 November 2018
  • , Updated: 03 November 2018, 07:54 AM IST

ମେଷ: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ଲାଗି ରହିଥିବା ସମସ୍ୟା ଆଜି ଦୂର ହେବ।

ବୃଷ: ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପରିବାର ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମିଥୁନ: ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଶୁଭ ସମାଚାର ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧନପ୍ରାପ୍ତି ଯୋଗ ରହିଛି।

କର୍କଟ: ପଇସାପତ୍ରକୁ ନେଇ ଲାଗି ରହିଥିବା ସମସ୍ୟା ଆଜି ଦୂର ହେବ। କ୍ୟାରିୟରରେ ସଫଳତା ପାଇବେ। ବିଦାର୍ଥୀମାନେ ପାଠପଢ଼ାରେ ଭଲ ପ୍ରଦର୍ଶନ କରିବେ।

ସିଂହ: ଅଟକି ରହିଥିବା କାମ ଆଜି ପୂରା ହେବ। ଜମି କିଣିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି।

କନ୍ୟା: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଧନପ୍ରାପ୍ତି ଯୋଗ ରହିଛି।

ତୁଳା: ମାନସିକ ଅଶାନ୍ତିରେ ରହିପାରନ୍ତି। ବନ୍ଧୁଙ୍କ ସହ ଦେଖା ହୋଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

ବିଛା: କ୍ୟାରିୟରରେ ସଫଳତା ପାଇବେ। ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଅଧିକ ଲାଭ ହେବ। ପିତାମାତାଙ୍କ ସହଯୋଗ ମିଳିବ।

ଧନୁ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅସୁସ୍ଥ ରହିବେ। ଅଳସୁଆ ଲାଗିବ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। କୌଣସି ଦାୟିତ୍ୱ ନେଇପାରନ୍ତି।

ମକର: ଖାଇବାପିଇବାରେ ଧ୍ୟାନ ରଖନ୍ତୁ। କୌଣସି କାର୍ଯ୍ୟରେ ଟଙ୍କା ଖର୍ଚ୍ଚ କରିପାରନ୍ତି । ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ମନ ପ୍ରସନ୍ନ ରହିବ। ଭାଇଭଉଣୀଙ୍କ ସହ ସମୟ କାଟିବେ। ଘରକୁ ଅତିଥି ଆସିପାରନ୍ତି। ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମୀନ: ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ।

Related story