ମେଷ: ଘରକୁ ଅତିଥି ଆସିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମିଶ୍ରି ଖାଇ ଘରୁ ବାହାରନ୍ତୁ ।
ବୃଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କଥା କଥାରେ ରାଗନ୍ତୁ ନାହିଁ। ଧାର୍ମିକ ସ୍ଥଳକୁ ବୁଲିବାକୁ ଯାଆନ୍ତୁ, ମନ ଶାନ୍ତ ରହିବ।
ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ସମାଧାନ ହେବ। ଅର୍ଥପ୍ରାପ୍ତି ଯୋଗ ରହିଛି। ଅସୁସ୍ଥ ଅନୁଭବ କରିବେ।
କର୍କଟ: ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ ହସଖୁସିର ବାତାବରଣ ରହିବ।
ସିଂହ: ବ୍ୟବସାୟିକ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇପାରେ। ବାଦବିବାଦ ଠାରୁ ଦୂରେଇ ରହିଲେ ଭଲ।
କନ୍ୟା: ସବୁ କାର୍ଯ୍ୟରେ ସଫଳତା ପାଇବେ। ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ଜମିବାଡ଼ି କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି।
ତୁଳା: ସ୍ୱାସ୍ଥ୍ୟ ଭଲ ରହିବ। ନୂଆ ଚାକିରିର ସୁଯୋଗ ଆସିପାରେ। ପିଲାମାନେ ପାଠ ପଢ଼ାରେ ସଫଳତା ପାଇବେ।
ବିଚ୍ଛା: ଶରୀରରେ ଆଘାତ ଲାଗିପାରେ। ଖର୍ଚ୍ଚ ବଢ଼ିବ। ଘରେ କାହା ସହିତ ଯୁକ୍ତିତର୍କ ହୋଇପାରେ।
ଧନୁ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ଆର୍ଥିକ ସ୍ଥିତି ଭଲ ରହିବ।
ମକର: ଆଜି ଦିନଟି ମିଶ୍ର ଫଳ ପ୍ରଦାନ କରିବ। ଖର୍ଚ୍ଚ ବଢ଼ିବ। ତେବେ ଧନପ୍ରାପ୍ତିର ବି ଯୋଗ ରହିଛି। ଧଳା ବସ୍ତୁ ଦାନ କରନ୍ତୁ।
କୁମ୍ଭ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟ ଭଲ ରହିବ।
ମୀନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି।