୩ ଜାନୁଆରୀ, ଗୁରୁବାର: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ

ମେଷ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଭାଗ୍ୟ ବୃଦ୍ଧି ହେବ। ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଯଶକୀର୍ତ୍ତି ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ଶରୀର ସୁସ୍ଥ ରହିବ। ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ସିଂହ: ଘରକୁ ଅତିଥି ଆସିପାରନ୍ତି। ମାଆଙ୍କ ସହ ମତାନ୍ତର ହୋଇପାରେ। କୌଣିସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କନ୍ୟା: ତରବରିଆ ହୋଇ […]

Rasi-Fala

Jyoshna Pradhan
  • Published: Thursday, 03 January 2019
  • , Updated: 03 January 2019, 07:29 AM IST

ମେଷ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଭାଗ୍ୟ ବୃଦ୍ଧି ହେବ।

ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଦେଶରୁ ଖୁସି ଖବର ଶୁଣିପାରନ୍ତି।

ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଯଶକୀର୍ତ୍ତି ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ଶରୀର ସୁସ୍ଥ ରହିବ। ଖର୍ଚ୍ଚ ବଢ଼ିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ସିଂହ: ଘରକୁ ଅତିଥି ଆସିପାରନ୍ତି। ମାଆଙ୍କ ସହ ମତାନ୍ତର ହୋଇପାରେ। କୌଣିସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ତରବରିଆ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ମାନ-ସମ୍ମାନ ମିଳିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ତୁଳା: ମନୋବଳ ଦୁର୍ବଳ ରହିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ବିଚ୍ଛା: ଉପହାର ମିଳିବ। ଅପରାହ୍ଣରେ ଶୁଭ ଖବର ଶୁଣି ପାରନ୍ତି। ରାଗ ଉପରେ ନିୟନ୍ତ୍ରଣ କରନ୍ତୁ।

ଧନୁ: ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ମକର: ବିବାହ ସ୍ଥିର ହୋଇପାରେ। ନିବେଶରୁ ଭଲ ଲାଭ ମିଳିବ। ଈଶ୍ୱରଙ୍କୁ ଆରାଧନା କରନ୍ତୁ।

କୁମ୍ଭ: ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

 ମୀନ: ମନ ବିଚଳିତ ରହିବ। ଅଳସୁଆ ଅନୁଭବ କରିବେ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।

Related story