୫ ଅଗଷ୍ଟ, ରବିବାର: ଏହି ରାଶିର ଲୋକଙ୍କୁ କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ

ମେଷ: ଦିନଟି ଏତେ ଭଲ ରହିବ ନାହିଁ। ଅର୍ଥ ରୋଜଗାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନୂଆ କାମ ମିଳିପାରେ। ଅଟକି ଥିବା ଧନ ମିଳିପାରେ। ବୃଷ: ଅଳସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଧନପ୍ରାପ୍ତି ଯୋଗ ରହିଛି। ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଦୂର ହୋଇପାରେ। ମିଥୁନ: ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ହୋଇପାରେ। କର୍କଟ: ଦିନଟି ଜଞ୍ଜାଳମୟ ରହିବ। ପରିଶ୍ରମର […]

Rasiphala

Ordigital Desk
  • Published: Sunday, 05 August 2018
  • , Updated: 05 August 2018, 07:31 AM IST

ମେଷ: ଦିନଟି ଏତେ ଭଲ ରହିବ ନାହିଁ। ଅର୍ଥ ରୋଜଗାର କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ନୂଆ କାମ ମିଳିପାରେ। ଅଟକି ଥିବା ଧନ ମିଳିପାରେ।

ବୃଷ: ଅଳସୁଆ ଲାଗିବ। କୌଣସି କାମ କରିବାକୁ ଇଚ୍ଛା ହେବ ନାହିଁ। ଧନପ୍ରାପ୍ତି ଯୋଗ ରହିଛି। ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଦୂର ହୋଇପାରେ।

ମିଥୁନ: ଧନପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ହୋଇପାରେ।

କର୍କଟ: ଦିନଟି ଜଞ୍ଜାଳମୟ ରହିବ। ପରିଶ୍ରମର ଫଳ ମିଳିବ। ଧନ ଓ ମାନସମ୍ମାନ ବୃଦ୍ଧି ପାଇବ।

ସିଂହ: ଆୟ ଅନୁସାରେ ବ୍ୟୟ ଅଧିକ ହେବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରିରେ ପରିବର୍ତ୍ତନ ହୋଇପାରେ। ସ୍ଥାନ ପରିବର୍ତ୍ତନ କରନ୍ତୁ, ସୁଫଳ ମିଳିବ।

ତୁଳା: ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ମାମଲାରେ ସୁଧାର ଆସିବ।

ବିଛା: ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ। ଅଫିସ୍‌ରେ ଉପରିସ୍ଥ ଅଧିକାରୀଙ୍କ ସହ ଝଗଡ଼ା ହୋଇପାରେ। ନୂଆ ଦାୟିତ୍ୱ ହାତକୁ ନେବେ।

ଧନୁ: କୌଣସି ପୁରୁଣା ସମସ୍ୟା ଥିଲେ ଆଜି ସମାଧାନ ହୋଇପାରେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ରାସ୍ତାରେ ଯା’ଆସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ଚାକିରି କ୍ଷେତ୍ରରେ ସୁଧାର ଆସିବ। ପ୍ରେମ ସଂପର୍କରେ ସମସ୍ୟା ଦେଖା ଦେଇପାରେ। ଧନପ୍ରାପ୍ତି ଯୋଗ ରହିଛି।

କୁମ୍ଭ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ସନ୍ଧ୍ୟାରେ ପରିବାର ଲୋକଙ୍କୁ ସମୟ ଦେବେ। ବୁଲାବୁଲି କରିବାକୁ ଯାଇପାରନ୍ତି। କୌଣସି ନୂଆ କାମ କରନ୍ତୁ ନାହିଁ, କ୍ଷତିରେ ପଡ଼ିପାରନ୍ତି।

ମୀନ: ଦିନଟି ଭଲରେ କଟିବ। ଦାମ୍ପତ୍ୟ ଜୀବନ ଭଲ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

 

Related story