୬ ଅଗଷ୍ଟ,ସୋମବାର: ଏହି ରାଶିର ବ୍ୟକ୍ତିଙ୍କ ଘରକୁ ଆଜି ଅତିଥି ଆସିବେ 

ମେଷ: ମାନସମ୍ମାନ ମିଳିବ। ଋଣ ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମନ ପ୍ରଫୁଲ୍ଲିତ ରହିବ। ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟସ୍ତତା ଭିତରେ ଦିନ କଟିବ। କର୍କଟ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନପ୍ରାପ୍ତି ଯୋଗ ରହିଛି। ମାନସମ୍ମାନ ମିଳିବ। ସିଂହ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। […]

Rasiphala

Ordigital Desk
  • Published: Monday, 06 August 2018
  • , Updated: 06 August 2018, 07:34 AM IST

ମେଷ: ମାନସମ୍ମାନ ମିଳିବ। ଋଣ ଦିଅନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବୃଷ: ପରିବାରରେ ହସଖୁସିର ବାତାବରଣ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମନ ପ୍ରଫୁଲ୍ଲିତ ରହିବ।

ମିଥୁନ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟସ୍ତତା ଭିତରେ ଦିନ କଟିବ।

କର୍କଟ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନପ୍ରାପ୍ତି ଯୋଗ ରହିଛି। ମାନସମ୍ମାନ ମିଳିବ।

ସିଂହ: ଅଫିସ୍‌ରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପିଲାମାନେ ପାଠପଢ଼ାରେ ସଫଳତା ପାଇବେ। ନୂତନ ଯାନବାହନ କିଣିପାରନ୍ତି।

କନ୍ୟା: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଖର୍ଚ୍ଚ ବଢ଼ିବ। ଘରକୁ ଅତିଥି ଆସି ପାରନ୍ତି।

ତୁଳା: କୌଣସି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଘର ପାଇଁ କିଛି ଜିନିଷ କିଣି ପାରନ୍ତି। ଦିନଟି ଭଲରେ କଟିବ।

ବିଛା: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଦୁର୍ଘଟଣା ଘଟିପାରେ। ତେଣୁ ରାସ୍ତାରେ ଯା’ଆସ କଲା ବେଳେ ସାବଧାନ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ: କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ହଠାତ୍ ଖର୍ଚ୍ଚ ବଢ଼ିବ। ଅସୁସ୍ଥ ଅନୁଭବ କରିବେ।

ମକର: କୋର୍ଟରେ କୌଣସି କେସ୍ ଚାଲୁଥିଲେ ରାୟ ଆପଣଙ୍କ ସପକ୍ଷରେ ଯିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟସ୍ତତା ଭିତରେ ଦିନଟି କଟିବ।

କୁମ୍ଭ: ଉପହାର ମିଳିବ। କୌଣସି ମହିଳାଙ୍କଠାରୁ ସହଯୋଗ ମିଳିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମୀନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଚିନ୍ତିତ ରହିବେ। ଆୟ ଅନୁସାରେ ବ୍ୟୟ ଅଧିକ ହୋଇପାରେ।

Related story