୬ ସେପ୍ଟେମ୍ୱର,ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ମାନ-ସମ୍ମାନ ମିଳିବ

ମେଷ:  ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କାଟିବେ। ବୃଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ମାନ-ସମ୍ମାନ ମିଳିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ପରିବାର ଲୋକଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ମିଥୁନ: ଚାକିରି କ୍ଷେତ୍ରରେ ପରବର୍ତ୍ତନ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଭଲ ଲାଭ […]

rasheepic

Jyoshna Pradhan
  • Published: Thursday, 06 September 2018
  • , Updated: 06 September 2018, 03:39 AM IST

ମେଷ ଚାକିରି କ୍ଷେତ୍ରରେ ସଫଳତା ମିଳିବ। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କାଟିବେ।

ବୃଷ: ଆଜିର ଦିନଟି ଆପଣଙ୍କର ଭଲରେ କଟିବ। ମାନ-ସମ୍ମାନ ମିଳିବ। ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ। ପରିବାର ଲୋକଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ମିଥୁନ: ଚାକିରି କ୍ଷେତ୍ରରେ ପରବର୍ତ୍ତନ ହୋଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଭଲ ଲାଭ ହେବ।

କର୍କଟ ନୂଆ ସମ୍ପତ୍ତି କିଣିବାର ଯୋଜନା ଥିଲେ ଆଜି କିଣିପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି। ମାନ-ସମ୍ମାନ ମିଳିବ। କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି।

ସିଂହ: ଅଟକି ରହିଥିବା କାମ ଆଜି ସଂପନ୍ନ ହୋଇପାରେ।  ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ମିଳିବ। ନୂଆ ଗାଡି କିଣିପାରନ୍ତି। ଜୀବନସାଥୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

କନ୍ୟା: ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଧନପ୍ରାପ୍ତି ଯୋଗ ରହିଛି। କୌଣସି କଥାକୁ ନେଇ ସଂପର୍କରେ ଫାଟ ସୃଷ୍ଟି ହୋଇପାରେ।

ତୁଳା: ଶୁଭ ସମାଚାର ମିଳିପାରେ। ନୂଆ ସମ୍ପତ୍ତି କିଣିବାର ଯୋଜନା ଥିଲେ ଆଜି କିଣିପାରନ୍ତି। ଜୀବନସାଥୀଙ୍କ ସହଯୋଗ ମିଳିବ। ଛୋଟ ଛୋଟ କଥାକୁ ନେଇ ଚିନ୍ତିତ ରହିବେ

ବିଚ୍ଛା: ପ୍ରିୟ ବନ୍ଧୁଙ୍କ ସହ ଆଜି ଭେଟ ହୋଇପାରେ। ଧନପ୍ରାପ୍ତିର ଯୋଗ ରହିଛି। ପ୍ରେମରେ ସଫଳତା ମିଳିବ। ପ୍ରଶଂସା ମିଳିପାରେ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ଧନୁ: ଆଜି ଦିନଟି ଭଲରେ କଟିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାନସମ୍ମାନ ମିଳିବ। ଖୁସିରେ ଦିନଟି ଅତିବାହିତ କରିବେ।

ମକର: ମାଲିମକଦ୍ଦମାରେ ସମସ୍ୟା ହୋଇପାରେ। ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀଙ୍କ କଥା ମାନନ୍ତୁ। ଭଲ ହେବ। ବିଦ୍ୟାର୍ଥୀ ମାନେ ପାଠ ପଢ଼ାରେ ଅଧିକ ପରିଶ୍ରମ କରିବେ।

କୁମ୍ଭମାନ-ସମ୍ମାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ହାଡ଼ଜନିତ ସମସ୍ୟାରେ ପଡ଼ିପାରନ୍ତି।

ମୀନ:  ଉପହାର ମିଳିପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାଦିଷ୍ଟ ଭୋଜନ ଖାଇବେ। ପୁରୁଣା ସସମ୍ୟାର ଆଜି ସମାଧାନ ହୋଇପାରେ।

 

Related story