୭ ଅଗଷ୍ଟ, ମଙ୍ଗଳବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଆଜି ବନ୍ଧୁଙ୍କ ସହଯୋଗ ମିଳିବ

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପିଲାମାନେ ପାଠପଢ଼ାରେ ଭଲ କରିବେ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ। କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି […]

Rasiphala

Ordigital Desk
  • Published: Tuesday, 07 August 2018
  • , Updated: 07 August 2018, 08:51 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ପିଲାମାନେ ପାଠପଢ଼ାରେ ଭଲ କରିବେ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ବୃଷ: ଆର୍ଥିକ ସ୍ଥିତି ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କନ୍ୟା: ବିଦେଶ ଯାତ୍ରା କରିପାରନ୍ତି। କ୍ୟାରିଅର୍‌ରେ ସଫଳତା ପାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: ଯାନବାହନ କିଣନ୍ତୁ ନାହିଁ। ହନୁମାନଙ୍କୁ ପୂଜା କରନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ବିଚ୍ଛା: ନିଜର ଦାୟିତ୍ୱ ଠିକ୍‌ ସେ ସମାପନ କରନ୍ତୁ। ଅଯଥା ଚିନ୍ତା କରନ୍ତୁ ନାହିଁ। ବନ୍ଧୁଙ୍କ ସହଯୋଗ ମିଳିବ।

ଧନୁ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ରଖନ୍ତୁ। କ୍ୟାରିଅର୍‌ରେ ସଫଳତା ମିଳିବ। ପରିବାରରେ ହସ ଖୁସିର ବାତାବରଣ ରହିବ।

ମକର: ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ବିବାହ ସ୍ଥିର ହୋଇପାରେ। କ୍ୟାରିଅର୍‌ରେ ପରିବର୍ତ୍ତନ କରିପାରନ୍ତି।

କୁମ୍ଭ: ଖର୍ଚ୍ଚ ବଢ଼ିବ। ପିଲାଙ୍କୁ ନେଇ ଚିନ୍ତିତ ରହିବେ। ଅସୁସ୍ଥତା ଅନୁଭବ କରିବେ।

ମୀନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ବୁଦ୍ଧି ବିଚାରି ନିଷ୍ପତ୍ତି ନିଅନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ।

Related story