୭ ସେପ୍ଟେମ୍ୱର, ଶୁକ୍ରବାର: ଏମାନଙ୍କ ମନ ବିଚଳିତ ରହିବ

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଖର୍ଚ୍ଚ ବଢ଼ିବ। ବୃଷ: ଲାଗି ରହିଥିବା ଚିନ୍ତା ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ। ମିଥୁନ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମନ ପ୍ରଫୁଲ୍ଲିତ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। କର୍କଟ: ଦିନଟି ଭଲରେ କଟିବ। ବୁଲିବାକୁ ଯାଇ ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।  ପରିବାରରେ ହସଖୁସିର ବାତାବରଣ ରହିବ। ସିଂହ: କୋର୍ଟ-କଚେରୀ ମାମଲା […]

rasheepic2

Jitendra Garnayak
  • Published: Friday, 07 September 2018
  • , Updated: 07 September 2018, 02:20 AM IST

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଖର୍ଚ୍ଚ ବଢ଼ିବ।

ବୃଷ: ଲାଗି ରହିଥିବା ଚିନ୍ତା ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ବୁଝିବିଚାରି ନିଷ୍ପତ୍ତି ନିଅନ୍ତୁ।

ମିଥୁନ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମନ ପ୍ରଫୁଲ୍ଲିତ ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: ଦିନଟି ଭଲରେ କଟିବ। ବୁଲିବାକୁ ଯାଇ ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।  ପରିବାରରେ ହସଖୁସିର ବାତାବରଣ ରହିବ।

ସିଂହ: କୋର୍ଟ-କଚେରୀ ମାମଲା ଠାରୁ ଦୂରେଇ ରୁହନ୍ତୁ। କୌଣସି କାରଣରୁ ମନ ବିଚଳିତ ରହିବ। ଅସୁସ୍ଥ ଅନୁଭବ କରିବେ।

କନ୍ୟା: ମାନ-ସମ୍ମାନ ମିଳିବ। ମାଆ ଲକ୍ଷ୍ମୀଙ୍କ ଆର୍ଶୀବାଦ ମିଳିବ। ଦାମ୍ପତ୍ୟ ଜୀବନ ଭଲରେ କଟିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

ତୁଳା: କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ। ଶରୀର ସୁସ୍ଥ ରହିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ।

ବିଛା: ବ୍ୟସ୍ତତା ଭିତରେ ଦିନ କଟିବ। ଅଳସୁଆ ଅନୁଭବ କରିବେ। ବ୍ୟବସାୟରେ ଲାଭ ମିଳିବ।

ଧନୁ:  ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର:  ସୁସ୍ୱାଦୁ ଖାଦ୍ୟ ଖାଇପାରନ୍ତି। ବନ୍ଧୁଙ୍କ ସହ ବୁଲିବାକୁ ଯାଇ ପାରନ୍ତି। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

ମୀନ: ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ପରିବାରର କୌଣସି ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

Related story