୮ ଜୁଲାଇ,ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ ଆଜି ଉପହାର ମିଳିପାରେ

ମେଷ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ମାନ-ସମ୍ମାନ ପାଇବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ବୃଷ: ବ୍ୟସ୍ତତା ଭିତରେ ଦିନ କଟିବ। ଅସୁସ୍ଥ ଅନୁଭବ କରିବେ। ପାରିବାରିକ ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ମିଥୁନ: ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ବ୍ୟସ୍ତତା ଭିତରେ ଦିନ କଟିବ। କର୍କଟ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। କ୍ୟାରିରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି। ସିଂହ: ଲାଗି ରହିଥିବା ସମସ୍ୟା ସମାଧାନ ହେବ। […]

1-3-2-1-768x402-1-840x440-1-1-840x440-1-840x440-1-840x440-1-768x402

Rakesh Mallick
  • Published: Sunday, 08 July 2018
  • , Updated: 08 July 2018, 07:32 AM IST

ମେଷ: ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ମାନ-ସମ୍ମାନ ପାଇବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ବୃଷ: ବ୍ୟସ୍ତତା ଭିତରେ ଦିନ କଟିବ। ଅସୁସ୍ଥ ଅନୁଭବ କରିବେ। ପାରିବାରିକ ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ: ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି। ବ୍ୟସ୍ତତା ଭିତରେ ଦିନ କଟିବ।

କର୍କଟ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। କ୍ୟାରିରରେ ସଫଳତା ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।

ସିଂହ: ଲାଗି ରହିଥିବା ସମସ୍ୟା ସମାଧାନ ହେବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

କନ୍ୟା: ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ତୁଳା: ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ସଫଳତା ମିଳିବ।

ବିଚ୍ଛା: ଉପହାର ମିଳିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ।

ଧନୁ: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟସ୍ତତା ଭିତରେ ଦିନ କଟିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ସୁସ୍ଥ ରହିବେ।

ମକର: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ କ୍ଷତି ସହିପାରନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

କୁମ୍ଭ: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ସଫଳତା ପାଇପାରନ୍ତି।

ମୀନ: ଧନପ୍ରାପ୍ତିର ଯୋଗ ରହିଛି। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ସୁସ୍ଥ ରହିବେ।

Related story