୧୫ ଜୁନ୍, ସୋମବାର: ଦ୍ୱନ୍ଦ୍ୱ ଭିତରେ ରହିବେ

ମେଷ: ଆୟଠାରୁ ବ୍ୟୟ ଅଧିକ ହେବ। ସ୍ତ୍ରୀ ସହ ମତାନ୍ତର ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ଆଶା କରିଥିବା କାମଟି ସମ୍ପୂର୍ଣ୍ଣ ହେବ। ବଡ ଭାଇଙ୍କଠାରୁ ସ୍ନେହ ଆଦର ପାଇବେ। ମିଥୁନ: ଦିନଟି ଭଲରେ କଟିବ। ବ୍ୟବସାୟରେ ଅଧିକ ଲାଭ ହେବ। ଗାଈକୁ ଖାଇବାକୁ ଦିଅନ୍ତୁ। କର୍କଟ: ଧର୍ମାନୁଷ୍ଠାନ କାର୍ଯ୍ୟରେ ମନ ନିବେଶ କରିବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ବଳାଇବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ। ସିଂହ: ଶତ୍ରୁଙ୍କଠାରୁ ଦୂରେଇ […]

colorful-astrology-1234

colorful-astrology-1234

Tapaswini Nayak
  • Published: Monday, 15 June 2020
  • Updated: 15 June 2020, 08:10 AM IST

Sports

Latest News

ମେଷ: ଆୟଠାରୁ ବ୍ୟୟ ଅଧିକ ହେବ। ସ୍ତ୍ରୀ ସହ ମତାନ୍ତର ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ଆଶା କରିଥିବା କାମଟି ସମ୍ପୂର୍ଣ୍ଣ ହେବ। ବଡ ଭାଇଙ୍କଠାରୁ ସ୍ନେହ ଆଦର ପାଇବେ।

ମିଥୁନ: ଦିନଟି ଭଲରେ କଟିବ। ବ୍ୟବସାୟରେ ଅଧିକ ଲାଭ ହେବ। ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ: ଧର୍ମାନୁଷ୍ଠାନ କାର୍ଯ୍ୟରେ ମନ ନିବେଶ କରିବେ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ବଳାଇବେ। ଖାଦ୍ୟପେୟର ଯତ୍ନ ନିଅନ୍ତୁ।

ସିଂହ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ।

କନ୍ୟା: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ତୁଳା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି।

ବିଚ୍ଛା: ମାନ-ସମ୍ମାନ ମିଳିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଅଳଙ୍କାର କିଣିବେ।

ଧନୁ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଶରୀର ଫୂର୍ତ୍ତି ରହିବ।

ମକର: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ।

କୁମ୍ଭ: ବ୍ୟବସାୟରେ ପରିବର୍ତ୍ତନ କରନ୍ତୁ ନାହିଁ। ନୂତନ ପୋଷାକ କିଣିପାରନ୍ତି। ବନ୍ଧୁଙ୍କ ସହ ସମୟ ବିତାଇବେ।

ମୀନ: ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଦ୍ୱନ୍ଦ୍ୱ ଭିତରେ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story