୧୬ ଅଗଷ୍ଟ, ଶୁକ୍ରବାର: ମନରେ ଦ୍ୱନ୍ଦ୍ୱ ରହିବ

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ପଦୋନ୍ନତିର ଯୋଗ ରହିଛି। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ବୃଷ: ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଅପରାହ୍ଣ ପରେ ଶୁଭ ଖବର ଶୁଣି ପାରନ୍ତି। ମିଥୁନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ। କର୍କଟ: ନୂତନ ପୋଷାକ କିଣିପାରନ୍ତି। ହସଖୁସିରେ ସମୟ ବିତାଇବେ। ବୀପରିତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ସିଂହ:  ବ୍ୟସ୍ତତା ଭିତରେ ଦିନଟି […]

astro-ok-new

Jyoshna Pradhan
  • Published: Friday, 16 August 2019
  • , Updated: 16 August 2019, 07:15 AM IST

ମେଷ: ପରିବାରରେ ହସଖୁସିର ପରିବେଶ ରହିବ। ପଦୋନ୍ନତିର ଯୋଗ ରହିଛି। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ବୃଷ: ବ୍ୟବସାୟରେ ଆଶା ମୁତବାକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଅପରାହ୍ଣ ପରେ ଶୁଭ ଖବର ଶୁଣି ପାରନ୍ତି।

ମିଥୁନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ।

କର୍କଟ: ନୂତନ ପୋଷାକ କିଣିପାରନ୍ତି। ହସଖୁସିରେ ସମୟ ବିତାଇବେ। ବୀପରିତ ଲିଙ୍ଗ ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି।

ସିଂହ:  ବ୍ୟସ୍ତତା ଭିତରେ ଦିନଟି କଟିବ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଚିନ୍ତିତ ରହିବେ।

କନ୍ୟା: ପିଲାଙ୍କ ପାଠପଢ଼ା ନେଇ ଚିନ୍ତିତ ରହିବେ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀମାନେ ମନଦେଇ ପାଠପଢ଼ନ୍ତୁ।

ତୁଳା: ଅସୁସ୍ଥ ଅନୁଭବ କରିବେ। ମାଲିମକଦ୍ଦମାରେ ବିଜୟୀ ହେବେ। ଗୁରୁଜନଙ୍କ ଆର୍ଶୀବାଦ ମିଳିବ।

ବିଚ୍ଛା:  ଭାଗ୍ୟ ବୃଦ୍ଧି ହେବ। ଭାଇ ଓ ବନ୍ଧୁଙ୍କଠାରୁ ସହଯୋଗ ମିଳିବ। ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବେ।

ଧନୁ: ମନରେ ଦ୍ୱନ୍ଦ୍ୱ ରହିବ। ଅଧିକ ପରିଶ୍ରମ କରିବେ। ଖର୍ଚ୍ଚ ବଢ଼ିବ।

ମକର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଯାନବାହନ କିଣିପାରନ୍ତି।

କୁମ୍ଭ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଋଣ ଦିଅନ୍ତୁ ନାହିଁ। ଦୁର୍ଘଟଣାର ଯୋଗ ରହିଛି। ସତର୍କ ରୁହନ୍ତୁ।

ମୀନ: ଦିନଟି ଭଲରେ କଟିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

Related story