ଜୁନ ୯, ମଙ୍ଗଳବାର: ବନ୍ଧୁଙ୍କ ସହଯୋଗ ମିଳିବ

ମେଷ: କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଆଶା ମୁତାବକ ଲାଭ ହେବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବୃଷ: ଧର୍ମକ୍ଷେତ୍ରରେ ରୁଚି ବଢ଼ିବ। ଅଳଙ୍କାର କିଣିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ। ମିତ୍ରମାନଙ୍କଠାରୁ ଅପମାନିତ ହୋଇପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଜଳ ସମ୍ୱନ୍ଧୀୟ ବ୍ୟବସାୟରେ ଲାଭାନ୍ୱିତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ସିଂହ: ବନ୍ଧୁଙ୍କ ସାହାଯ୍ୟ ସହଯୋଗ […]

astrology-12345666666666666

astrology-12345666666666666

Tapaswini Nayak
  • Published: Tuesday, 09 June 2020
  • Updated: 09 June 2020, 10:45 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟରେ ଆଶା ମୁତାବକ ଲାଭ ହେବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ବୃଷ: ଧର୍ମକ୍ଷେତ୍ରରେ ରୁଚି ବଢ଼ିବ। ଅଳଙ୍କାର କିଣିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ। ମିତ୍ରମାନଙ୍କଠାରୁ ଅପମାନିତ ହୋଇପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

କର୍କଟ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଜଳ ସମ୍ୱନ୍ଧୀୟ ବ୍ୟବସାୟରେ ଲାଭାନ୍ୱିତ ହେବେ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ସିଂହ: ବନ୍ଧୁଙ୍କ ସାହାଯ୍ୟ ସହଯୋଗ ମିଳିବ। କଠିନ ସମସ୍ୟାର ସମାଧାନ ହେବ। ଶତ୍ରୁମାନେ ପରାଜିତ ହେବେ।

କନ୍ୟା: ଅଟକିଥିବା କାମଟି ସମ୍ପୂର୍ଣ୍ଣ ହେବ। ସନ୍ତାନମାନଙ୍କ ପାଇଁ ଶୁଭ ଖବର ମିଳିବ। ତୁଳସୀ ବୃକ୍ଷ ମୂଳେ ଦୀପ ଜଳାନ୍ତୁ।

ତୁଳା: କୃଷି ଜାତୀୟ ବ୍ୟବସାୟରେ କ୍ଷତି ସହିବେ। ନିଜ ଲୋକ ବିଶ୍ୱାସଘାତ କରିବେ।

ବିଛା: କୌଣସି ଧାର୍ମିକ ବ୍ୟକ୍ତିଙ୍କ ସହ ମିତ୍ରତା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ବଢ଼ିବ। ନୂତନ କାର୍ଯ୍ୟ ପାଇଁ ଦୃଢ଼ ପଦକ୍ଷେପ ନେବେ।

ଧନୁ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। କାହାକୁ ଧନ ଉଧାର ଦେଲେ ଫେରିବା କଠିନ ହୋଇପାରେ। ଖାଦ୍ୟପାନୀୟ ପ୍ରତି ସତର୍କ ରୁହନ୍ତୁ।

ମକର: ସ୍ଥିର ଚିତ୍ତରେ କାମ କରି ସଫଳତା ଅର୍ଜନ କରିବେ। ଲୁହା ବ୍ୟବସାୟରେ ଲାଭ ମିଳିବ। ଗୃହରେ ସୁଖଶାନ୍ତି ବଜାୟ ରହିବ।  ଭିକ୍ଷୁକଙ୍କୁ ଅନ୍ନ ଦାନ କରନ୍ତୁ।

କୁମ୍ଭ: ଅଯଥା ଅପାନିତ ହୋଇପାରନ୍ତି। ପରିବାରଠାରୁ ଏକାନ୍ତରେ ରହିପାରନ୍ତି। ଖର୍ଚ୍ଚ ଦ୍ୱିଗୁଣିତ ହେବ।

ମୀନ: ଆଶାତିତ ଫଳ ମିଳିବ। ପ୍ରତିଯୋଗିତାରେ ସଫଳ ହେବେ। ବଡ଼ଭାଇଙ୍କଠାରୁ ସ୍ନେହ ଆଦର ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story