୨୧ ଅକ୍ଟୋବର, ଶନିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଆର୍ଥପ୍ରାପ୍ତିର ଯୋଗ ରହିଛି

ମେଷ : ଶୁଭ ଖବର ପାଇବେ।  ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ନେଣଦେଣରେ ଲାଭ ମିଳିବ। ବୃଷ: ଆର୍ଥିକ ସ୍ଥିତି ସୁଦୃଢ ହେବ। ବେପାର ବାଣିଜ୍ୟ ବଢିବାର ସମ୍ଭାବନା ରହିଛି। ପିଲାମାନଙ୍କୁ ନେଇ ଚିନ୍ତା ବଢିପାରେ। ମିଥୁନ: ବାହାରକୁ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଦୁର୍ଘଟଣାର ଆଶଙ୍କା ରହିଛି।ଜୀବନସାଥୀ କିମ୍ବା ଭାଇଙ୍କ ସହ ବିବାଦ ଦେଖାଦେଇପାରେ। ଧନପ୍ରାପ୍ତି ଯୋଗ ରହିଛି। କର୍କଟ: ପୁରୁଣା ବନ୍ଧୁଙ୍କ ପାଖରୁ ସହଯୋଗ ମିଳିବ। ନୂତନ ଯାନବାହାନ କ୍ରୟ କରିବାର ସମ୍ଭାବନା […]

zodiac

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 08:43 AM IST

ମେଷ : ଶୁଭ ଖବର ପାଇବେ।  ସ୍ୱାସ୍ଥ୍ୟ ଭଲ ରହିବ। ଅର୍ଥ ନେଣଦେଣରେ ଲାଭ ମିଳିବ।

ବୃଷ: ଆର୍ଥିକ ସ୍ଥିତି ସୁଦୃଢ ହେବ। ବେପାର ବାଣିଜ୍ୟ ବଢିବାର ସମ୍ଭାବନା ରହିଛି। ପିଲାମାନଙ୍କୁ ନେଇ ଚିନ୍ତା ବଢିପାରେ।

ମିଥୁନ: ବାହାରକୁ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଦୁର୍ଘଟଣାର ଆଶଙ୍କା ରହିଛି।ଜୀବନସାଥୀ କିମ୍ବା ଭାଇଙ୍କ ସହ ବିବାଦ ଦେଖାଦେଇପାରେ। ଧନପ୍ରାପ୍ତି ଯୋଗ ରହିଛି।

କର୍କଟ: ପୁରୁଣା ବନ୍ଧୁଙ୍କ ପାଖରୁ ସହଯୋଗ ମିଳିବ। ନୂତନ ଯାନବାହାନ କ୍ରୟ କରିବାର ସମ୍ଭାବନା ରହିଛି। ଅଟକିଥିବା କାମ ହୋଇଯିବ।

ସିଂହ: ଜୀବନସାଥୀଙ୍କ ସହଯୋଗ ମିଳିବ। ମାତାପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ଧନପ୍ରାପ୍ତିର ଯୋଗ ରହିଛି।

କନ୍ୟା: ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ। ଅର୍ଥ ଓ ଉପହାର ମିଳିବାର ସମ୍ଭାବନା ରହିଛି। ଘରେ ଶୁଭ କାମ କରିପାରନ୍ତି।

ତୁଳା: ଚାକିରିରେ ସମସ୍ୟା ଦେଖା ଦେଇପାରେ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ନୂତନ ବାହାନ କ୍ରୟର ସମ୍ଭାବନା ରହିଛି।

ବିଚ୍ଛା:  ଚାକିରି କ୍ଷତ୍ରରେ ପରିବର୍ତ୍ତନ କରିପାରନ୍ତି। ଆର୍ଥିକ ସମସ୍ୟାରେ ସୁଧାର ଆସିବ। ଘରକୁ ଅତିଥି ଆସିପାରନ୍ତି।

ଧନୁ: ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ସମ୍ପତ୍ତି କ୍ରୟର ଯୋଗ ରହିଛି। ବାଦ ବିବାଦରୁ ଦୂରେଇ ରୁହନ୍ତି।

ମକର: ଆର୍ଥିକ ସ୍ଥିତି ସୁଦୃଢ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପତ୍ତି କ୍ରୟର ଯୋଗ ରହିଛି।

କୁମ୍ଭ: ଦୂରଯାତ୍ରା ଓ ଅଟକି ଥିବା ଧନ ପ୍ରାପ୍ତିର ଯୋଗ ରହିଛି। କୌଣସି କାମ ହାତକୁ ନେଲେ ସନ୍ତାନଙ୍କ ସହଯୋଗ ପାଇବେ।

ମୀନ: ଅଟକି ଥିବା କାମ ହୋଇଯିବ। ଅର୍ଥ ନେଣଦେଣ କରନ୍ତୁ ନାହିଁ। ଘରକୁ ଅତିଥି ଆସିବାର ସମ୍ଭାବନା ରହିଛି।

Related story