୯ ଜୁନ, ବୁଧବାର: ମହିଳାମାନେ ବସ୍ତ୍ର, ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଆୟପନ୍ଥା ବା ଚାକିରି ମିଳିପାରେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର– ନାଲିରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ, ହନୁମାନ ଚାଳିସା ପାଠ କରନ୍ତୁ। ବୃଷ: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାର- ଧଳାରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ।  ସୋମ୍ ସୋମାୟ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ। ମିଥୁନ: ବ୍ୟବସାୟ ବାଣିଜ୍ୟରେ ଲାଭ ହେବ। ପରିବାରରେ ସାମାନ୍ୟ କଳହ […]

anup-chandra-pandey

Subhransu Sekhar
  • Published: Wednesday, 09 June 2021
  • , Updated: 09 June 2021, 08:05 AM IST

ମେଷ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଆୟପନ୍ଥା ବା ଚାକିରି ମିଳିପାରେ। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ନାଲିରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ, ହନୁମାନ ଚାଳିସା ପାଠ କରନ୍ତୁ।

ବୃଷ: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଅଶାନ୍ତ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ପ୍ରତିକାର- ଧଳାରଙ୍ଗର ପୋଷାକ କିମ୍ବା ରୁମାଲ ବ୍ୟବହାର କରନ୍ତୁ।  ସୋମ୍ ସୋମାୟ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

ମିଥୁନ: ବ୍ୟବସାୟ ବାଣିଜ୍ୟରେ ଲାଭ ହେବ। ପରିବାରରେ ସାମାନ୍ୟ କଳହ ହୋଇପାରେ, ଛାତ୍ରଛାତ୍ରୀମାନେ ଭଲ ପାଠ ପଢିବେ। ପ୍ରତିକାର- ସକାଳେ  ଗଂ ଗଣପତୟେ ନମଃ ମନ୍ତ୍ର ୨୧ଥର ଜପ କରନ୍ତୁ। ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ।

କର୍କଟ: ଭୂମି, ବାହନ ପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ବସ୍ତ୍ର, ଅଳଙ୍କାର କ୍ରୟ କରିବାର ସୁଯୋଗ ପାଇବେ। ପ୍ରତିକାର-   ନମଃ ଶିବାୟ ମନ୍ତ୍ର ସକାଳେ ୨୧ଥର ଜପ କରନ୍ତୁ ।

ସିଂହ: ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ପ୍ରତିକାର- ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ଏବଂ  ଘୃଣୀ ସୂର୍ଯ୍ୟାୟ ନମଃ ମନ୍ତ୍ର ୨୧ଥର ଜପ କରନ୍ତୁ।

କନ୍ୟା: ଶାରିରୀକ ଅସୁସ୍ଥତା ଯୋଗୁଁ ମନ ଭଲ ରହିବ ନାହିଁ। ଆୟବ୍ୟୟ ସମାନ ରହିବ। ମହିଳା ଏବଂ ଛାତ୍ରଛାତ୍ରୀମାନେ ଚିନ୍ତିତ ରହିବେ। ପ୍ରତିକାର-  ଗଂ ଗଣପତୟେ ନମଃ ମନ୍ତ୍ରକୁ ୨୧ଥର ଜପ କରନ୍ତୁ ।

ତୁଳା: ବିପୁଳ ଅର୍ଥଲାଭର ଯୋଗ ରହିଛି। ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ, ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ବ୍ୟବସାୟରେ ଲାଭବାନ ହେବେ। ମହିଳା ଏବଂ ପିଲାମାନେ ଆନନ୍ଦିତ ହେବେ। ଶରୀରରେ ସାମାନ୍ୟ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ଧନୁ: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ବ୍ୟବସାୟରେ ଲାଭବାନ ହେବେ । ମହିଳା ଓ ଛାତ୍ରଛାତ୍ରୀ ମାନେ ଖୁସି ରହିବେ।

ମକର: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଆର୍ଥିକ ଲାଭ ହେବ। ଦୁର୍ଘଟଣାଜନିତ ବିପଦ ଅଛି, ସତର୍କ ରୁହନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । ଆର୍ଥିକ ଲାଭ ଯୋଗୁଁ ମନ ଖୁସି ରହିବ।

ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖା ଦେବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ହାନି ଘଟିବ। ପରିବାରରେ କଳହ ଦେଖା ଦେବ।

Related story